ଜଙ୍ଗଲ ପରିବେଶ ଓ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହେଲେ ପଞ୍ଚାୟତବାସି

ଫୋକସ ପ୍ଲସ(ସୁକିନ୍ଦା): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ଗ୍ରାମ ପଞ୍ଚାୟତରେ ଏକାଧିକ କଳକାରଖାନା ଗଢି ଉଠିଛି |ଯାହା ପାଇଁ ବିଶ୍ୱରେ ସ୍ବତନ୍ତ୍ର ଖ୍ୟାତି ଅର୍ଜନ କରିପାରିଛି କଲିଙ୍ଗନଗର ଶିଳ୍ପାଞ୍ଚଳ |ଏହି ଶିଳ୍ପ ଦ୍ବାରା ସ୍ଥାନୀୟ ଲୋକ ନିଜୁକ୍ତି ସହିତ ଜୀବିକା ନିର୍ବାହ କରିବାର ମାଧ୍ଯମ ପାଲଟିଛି। ଏହି କଳକାରଖାନା ମାତ୍ର କିଛି ସ୍ବାର୍ଥ ପର ଲୋକଙ୍କ ପାଇଁ ସାରା ଅଞ୍ଚଳ ର ଜୀବନ ଜୀବିକା ବିପଦରେ ପକାଇବା କୁ ପରିବେଶ ପ୍ରଦୂଷଣ ର ସାହାରା ନେଇ ସ୍ଥାନୀୟ ଭିସା କାରଖାନା କୁ ହଇରାଣ କରୁଛନ୍ତି ଜଣେ ନିର୍ଦିଷ୍ଟ ଲୋକ ବାରମ୍ବାର ଶିଳ୍ପ ସଂସ୍ଥା ର ପ୍ରଦୂଷଣ କୁ ନେଇ ଉଠାଉଛନ୍ତି ପ୍ରଶ୍ନ ?ବିଗତ 19 ବର୍ଷ ହେବ ଭିସା ଷ୍ଟିଲ୍ ଯଖପୁରା ରେ ନିଜର କାର୍ଯ୍ୟ କରିଆସୁଛି l ତେବେ କିଛି ହାତ ଗଣତି ଲୋକ ଙ୍କ ଚାଷ ଜମି ଓ ପରିବେଷ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ ଆଣୁଛନ୍ତି l ଯାହାର ସ୍ପଷ୍ଟୀକରଣ ପାଇଁ ଆଜି ଯଖପୁରା ର ବହୁ ଗ୍ରାମ ବାସି ଭାରତୀୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶକ ଙ୍କ ସହିତ ରାଜ୍ଯ ପ୍ରଦୂଷଣ ବିଭାଗର ଓ ଯାଜପୁର ରୋଡ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି l

ସୁକିନ୍ଦା ଦାନଗଦୀରୁ ପଦ୍ମନାଭ ପହି ଓ ବ୍ଯାସନଗରରୁ ପଦ୍ମଲୋଚନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *