ବିରାଟଙ୍କ ବିଜୟ ପରେ ଅନୁଷ୍କାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଫୋକସ ପ୍ଲସ(ବ୍ୟୁରୋ):ଟି ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ଉପରେ ବଡ଼ ବିଜୟ ପରେ ସାରା ଭାରତ ଖୁସିରେ ଝୁମୁଛି । ଆଉ ଏହି ବିଜୟର କର୍ଣ୍ଣଧାର ପାଲଟିଛନ୍ତି ବିରାଟ କୋହଲି । କିଙ୍ଗ କୋହଲିଙ୍କ ବ୍ୟାଟିଂ କରିସ୍ମାରେ ପାକିସ୍ତାନର ବିଜୟର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ସାରା ଭାରତରୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କ ପାଇଁ ଲେଖିଛନ୍ତି ଭାବବିହ୍ୱଳ ଇନଷ୍ଟାଗ୍ରାମ ପୋଷ୍ଟ ।

Leave a Reply

Your email address will not be published. Required fields are marked *