ଅଟୋ ଓଲଟି ୪ଜଣ ଗୁରୁତର

ଫୋକସ ପ୍ଲସ 28/11/22 (ସୋରଡ଼ା): ସୋରଡ଼ା ବ୍ଲକ ବଡଗଡ ଥାନା ଅନ୍ତର୍ଗତ ଶାଲିମା ଗୋଛା ବେଲ୍ ଘଟି ରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଯାହା ଫଳରେ ଅଟୋ ରେ ବାସି ଥିବା ୪ଜଣ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି। ସୂଚନା ମୁତାବକ ସାଲିମା ଗୋଛା ଯୋଗାଣ କେନ୍ଦ୍ର ରୁ ଚାଉଳ ନେଇ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି। ସେହି ରାସ୍ତା ଦେଇ ଆସୁଥିବା କିଛି ଲୋକ ଏକ ଅଟୋ ସାହାଯ୍ୟ ରେ ବଡଗଡ ମେଡିକାଲ୍ କୁ ଆଣିଥିଲେ ଅନ୍ୟ ଲୋକ ଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *