ଶିକ୍ଷାକ୍ଷେତ୍ରରେ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପକାରିତା ।

ଫୋକସପ୍ଲୁସ15/11/2023; AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର କ୍ଷେତ୍ର ବହୁତ ବ୍ୟାପକ। ଏଥିରେ କ୍ୟାରିୟର କରି ଆପଣ ସହଜରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ବର୍ତ୍ତମାନ ସ୍କୁଲ୍‌ ପାଠ୍ୟକ୍ରମରେ ବାଧ୍ୟତାମୂଳକ ଭାବେ AI ପାଠ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି। ଦ୍ୱାଦଶ ପରେ ମଧ୍ୟ ଇଞ୍ଜିନିୟରିଂ ଏବଂ ଆଇଟିଆଇ ଛାତ୍ର ସହିତ ନନ୍ଆଇଟି ପିଲାମାନଙ୍କୁ ମଧ୍ୟ AI ସହିତ ଜଡିତ ବିଷୟଗୁଡିକ ଶିକ୍ଷା ଦିଆଯିବ। ଭବିଷ୍ୟତରେପିଲା ମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି|

 

Leave a Reply

Your email address will not be published. Required fields are marked *