କଟକ(ଫୋକସପ୍ଲସ)23/11/2023; ମିଳିଲାନି କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି କଟକ ମେୟର ସୁବାସ ସିଂହ । ପ୍ରେସମିଟ୍ରେ କେନ୍ଦ୍ର ବିରୋଧରେ ଅଭିଯୋଗ କରିଛନ୍ତି ମେୟର | ଆଗାମୀ ଦିନରେ ସଂସଦ ଭବନରେ ଏହି କଥା ଉଠେଇବେ ବୋଲି କହିଛନ୍ତି କଟକ ମାୟାର ସୁବାସ ସିଂହ |