ଜନସମ୍ପର୍କ, ହୃଦୟର ସମ୍ପର୍କ!!!

କଟକ: ଅଞ୍ଚଳ ବାସୀଙ୍କ ସହ ହୃଦୟର ସମ୍ପର୍କ ଗଢିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ସାଲେପୁର ବ୍ଲକ ଅଧିନସ୍ଥ ରଟିଲୋ ପଞ୍ଚାୟତ ର ୩ ନମ୍ବର ୱାର୍ଡ ନୂଆପାଟଣା ସାହି ନିବାସୀ ସୁକାନ୍ତି ସାହୁଙ୍କ ଘରେ ପହଞ୍ଚି ରାତ୍ରିଯାପନ କରିବା ସହିତ ତାଙ୍କର ଓ ଅଞ୍ଚଳର ଭଲ ମନ୍ଦ ପଚାରି ବୁଝିଲେ l ସ୍ଥାଣୁ ହୋଇଯାଇଥିବା ଗରିବ କଲ୍ୟାଣ ଓ ବିକାଶ ଯୋଜନା ଗୁଡ଼ିକୁ ସକାଳୁ ସକାଳୁ ଗ୍ରାମ ବୁଲି ପୂର୍ବତନ ସରପଞ୍ଚ ଓ ଗ୍ରାମବାସୀଙ୍କ ସହ ମିଶି ତଦାରଖ କରିବା ସହ ଗ୍ରାମର ଦଳ ପୋଖରୀ ସଫା କରି ସ୍ୱଛତାର ବାର୍ତ୍ତା ଦେଲେ l ଗ୍ରାମର ଘରକୁ ଘର ଯାଇ ସମସ୍ୟା ପଚାରି ବୁଝିଲେ ଟାଙ୍ଗୀ -ସାଲେପୁର ମଧୁ ମାଟିର ପୁଅ ସଭିଙ୍କ ପ୍ରିୟ ନେତା ହିମାଂଶୁ ମହାନ୍ତି।ସୁକାନ୍ତ କୁମାର ବେହେରା, ଅଜୟ କୁମାର ସ୍ୱାଇଁ,ବାବୁଲି ବିଶ୍ୱାଳ, ସୁବାଷ ସାହୁ, ନବକିଶୋର ସାହୁ, ଭିକାରି ବାରିକ, ଗୋପାଳ ଦାସ, ଗୁନ ଚନ୍ଦ୍ର ବଢ଼େଇ, ଗୋବିନ୍ଦ ଚନ୍ଦ୍ର ବଢ଼େଇ, ଅଲେଖ ପାତ୍ର, ସୁଶାନ୍ତ ସାହୁ, ଧନେଶ୍ୱର ବଢ଼େଇ, ପବିତ୍ର ସାହୁ, ଧନେଶ୍ୱର ସାହୁ, ନାରାୟଣ ପାତ୍ର, ସୌରୀମୋହନ ପାତ୍ର,ଗୁରିଆ ପାତ୍ର ଙ୍କ ସହଯୋଗ ରେ ସକାଳୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *