ସିଝା ଆଳୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଆସନ୍ତୁ ଜାଣିବା ଏହାର କାରଣ |

ସ୍ୱାସ୍ଥ୍ୟ30/11/2023; ଆଳୁ ଏମିତି ଏକ ପରିବା ଯାହା ଭାରତୀୟଙ୍କ ସବୁ ଖାଦ୍ୟରେ ବ୍ୟବହାର ହୁଏ। ସ୍ନାକ୍ସ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁ ଜିନିଷରେ ଆଳୁ ବ୍ୟବହୃତ ହୁଏ। ଏହି ସମସ୍ତ ଜିନିଷ ବ୍ୟତୀତ ଆଳୁ ସିଝାରେ ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଯେଉଁ ଦିନ ଆପଣ ଆଳୁ ସିଝାାଇଛନ୍ତି ସେହିଦିନ ଏହି ଆଳୁ ବ୍ୟବହାର କରିବା ଉଚିତ୍। ଯଦି ଏହାକୁ ଫ୍ରିଜ୍‌ରେ ରଖି ପରଦିନ ଖାଉଛନ୍ତି ତେବେ ଫ୍ରିଜରେ ରଖିବା ଦ୍ବାରା ସେଥିରେ ଥିବା ଷ୍ଟାର୍କ ସୁଗାରରେ ପରିଣତ ହୁଏ। ଯଦି ଏହି ଆଳୁକୁ ପରେ ଭଜା କରାଯାଏ, ତେବେ ଏହି ଆଳୁ ଆମିନୋ ଏସିଡରେ ପରିଣତ ହୁଏ, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇଥାଏ |

 

Leave a Reply

Your email address will not be published. Required fields are marked *