ଉତ୍ସାହ ବଢ଼ାଉଛି ନୂଆ ଓ

ଯାଜପୁର: ସୁକିନ୍ଦା ସ୍ଥିତ ସୁକିନ୍ଦା ମହାବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇଛନ୍ତି। କ୍ରୀଡା-ସାଂସ୍କୃତିକ ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି। ନୂଆ-ଓ ଆଜି ଓଡ଼ିଶାର କଳା-ସଂସ୍କୃତିର ପ୍ରଚାର-ପ୍ରସାରରେ ସୋପାନ ହୋଇପାରିଛିବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ,ପ୍ରିନ୍ସିପାଲ ଗ୍ୟାନରଞ୍ଜନ ନାଏକ, ବ୍ଲକ ଅଧ୍ୟକ୍ଷ, ଦିବ୍ୟରଞ୍ଜନ ବରାଳ,ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ପଟ୍ଟନାୟକ, ସାଂସଦ ପ୍ରତିନିଧି ବିବେକାନନ୍ଦ ବୋଷ,ଅଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ,ଜୟନ୍ତ ରାଉତ,ସରପଞ୍ଚ ସ୍ୱାଧିନ ଦାସ,ଦେବି ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *