ଭାରତ ଓ ଶ୍ରୀଲଙ୍କା ମ୍ୟାଚ ଟାଇ, ହେଲେ କେମିତି?

କଲମ୍ବୋ : କଲମ୍ବୋରେ ଖେଳାଯାଉଥିବା ପ୍ରଥମ ଦିନିକିଆ ଟାଇ ହୋଇଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୦ ରନ କରିଥିବାବେଳେ ଭାରତ ମଧ୍ୟ ୨୩୦ ରନ କରି ଅଲଆଉଟ୍ ହୋଇଯାଇଛି । ଭାରତ ପକ୍ଷରୁ ରୋହିତ ଶର୍ମା ୫୮ ରନ କରିଥିବାବେଳେ ବିରାଟ କୋହଲି ୨୪ ରନ କରିଥିଲେ । ସେହିପରି କେଏଲ ରାହୁଲ ୩୧ ରନ ଓ ଅକ୍ଷର ପଟେଲ ୩୩ ରନ କରିଥିଲେ । ଶିବମ ଦୁବେ ୨୫ ରନ କରିଥିଲେ ।

Leave a Reply

Your email address will not be published. Required fields are marked *