କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ?

  1. ଦୋକାନ ବଜାର ବନ୍ଦ ରହିବା ନେଇ କୌଣସି ସୂଚନା ମିଳିନାହିଁ ।
  2. ଜନସାଧାରଣ ପରିବହନ ସେବା (ବସ୍, ଅଟୋ) ବନ୍ଦ ରହିବ।
  3. ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିପାରେ ।
  4. ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ପରିଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ।
  5. ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଖୋଲା ରହିବ ।

Leave a Reply

Your email address will not be published. Required fields are marked *