୩୫୭ ରନ୍‌ ପଛରେ ବାଂଲାଦେଶ

ଚେନ୍ନାଇରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ
ତୃତୀୟ ଦିନ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ଇନିଂସରେ ୧୫୮/୪
ବିଜୟ ପାଇଁ ବାଂଲାଦେଶକୁ ଦରକାର ୩୫୭ ରନ୍‌
ଭାରତ ସ୍କୋର-୩୭୬ ଓ ୨୮୭ (ପାଳି ଘୋଷଣା)
ବାଂଲାଦେଶ ସ୍କୋର-୧୪୯ ଓ ୧୫୮/୪

Leave a Reply

Your email address will not be published. Required fields are marked *