ଖେଳ ପାକିସ୍ତାନକୁ ହରାଇଲା ଭାରତ Sukanta NayakOctober 6, 2024 ଦୁବାଇରେ ଟି-୨୦ ମହିଳା ବିଶ୍ବକପ୍ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତପାକିସ୍ତାନ-୧୦୫/୮, ଭାରତ-୧୦୮/୪ (୧୮.୫ ଓଭର)ଶେଫାଳୀ- ୩୨, ହରମନପ୍ରୀତ-୨୯, ଜେମିମା-୨୩ ରନ୍
ରିଲ୍ସ କରିବା ମହାଙ୍ଗା ପଡିଲା ଇନ୍ଷ୍ଟାଗ୍ରାମ୍ରେ ରିଲ୍ସ କରିବା ମହାଙ୍ଗା ପଡିଲା | ରିଲ୍ସ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍ । ଇନ୍ଷ୍ଟାଗ୍ରାମ୍ ରେ ରିଲ୍ସ କରି ଦିବ୍ୟାଙ୍ଗଙ୍କୁ ପରିହାସ କରିବା…
ପୁଣି ଭାଇରାଲ ହେଲା କୋହଲିଙ୍କ ଡିପ୍ଫେକ୍ ଭିଡିଓ ନୂଆଦିଲ୍ଲୀ : ଚର୍ଚ୍ଚାରେ ଏବେ ପୁଣି ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି। ଏଥର ନିଜ ବ୍ୟକ୍ତିଗତ ଜୀବନ ନୁହେଁ ବରଂ କୋହଲି ଜଣେ କ୍ରିକେଟରଙ୍କୁ…
ଆଜି ପ୍ରଥମ ଟି-୨୦ ମୁକାବିଲା, ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା ନୂଆଦିଲ୍ଲୀ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା। ଶ୍ରୀଲଙ୍କା ପଲ୍ଲେକେଲରେ ଉଭୟ ଦଳ ମୁହାଁମୁହିଁ ହେବେ । ୩ଟି ଟି-୨୦ ସହ ଓ୍ବାନ୍ ଡେ ମ୍ୟାଚ୍…