ଭିନ୍ନକ୍ଷମ-ସାଧାରଣ ବ୍ୟକ୍ତିଙ୍କ ବିବାହ ପ୍ରୋତ୍ସାହନ ପାଇଁ ୧୦ କୋଟି
ଜାତୀୟ ସ୍ବାସ୍ଥ୍ୟ ମିଶନରେ ରାଜ୍ୟ ଭାଗ ୧୦୫୬ କୋଟି ଟଙ୍କା
ରାଷ୍ଟ୍ରୀୟ ଯୋଜନାରେ ଶ୍ବେତ ବିପ୍ଳବ ପାଇଁ ୯୧ କୋଟି
ମଧୁବାବୁ ପେନ୍ସନ ଯୋଜନାରେ ୩୩୮ କୋଟି ବ୍ୟୟ ବରାଦ
ଦିବ୍ୟାଙ୍ଗ କଲ୍ୟାଣ ଓ ବିଧବା ଭତ୍ତା ପାଇଁ ୧୬-୧୬ କୋଟି ଟଙ୍କା
ପ୍ରି-ମାଟ୍ରିକ ଛାତ୍ରବୃତ୍ତି ୧୧୨ କୋଟି, ପୋଷ୍ଟ-ମାଟ୍ରିକ ଛାତ୍ରବୃତ୍ତି ୧୨୦ କୋଟି
ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ପାଇଁ ୧୪୨ କୋଟି
ଅଗ୍ନିଶମ ସଂପ୍ରସାରଣ ଓ ଆଧୁନିକୀକରଣ ପାଇଁ ୬୦ କୋଟି
ଶ୍ରୀମନ୍ଦିର ରତ୍ନଭଣ୍ଡାର ପାଇଁ ୫ କୋଟି ବ୍ୟୟ ବରାଦ