ସଂସ୍କୃତି ଆଜିଠୁ କମ୍ପିବ ମଥୁରା ନଗରୀ ବରଗଡ଼ Sukanta NayakJanuary 3, 2025 ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟକଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳଜାତୀୟ ଓ ଅନ୍ତର୍ଜାତୀୟ ଦଳର ୫ ହଜାର କଳାକାର ନାଚିବେ
ସୁଖ , ସମୃଦ୍ଧି ଓ ସୌଭାଗ୍ୟ ଆଣି ଆସେ ଅକ୍ଷୟ ତୃତୀୟା ଫୋକସ ପ୍ଲସ 23/4/23 (ବ୍ୟୁରୋ): ଅକ୍ଷୟତୃତୀୟା ଅନୂକୁଳର ସର୍ବ ଶ୍ରେଷ୍ଠ ପର୍ବ | ବଇଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ତିଥିକୁ ଅକ୍ଷୟତୃତୀୟା କୁହାଯାଏ | ସୁଖ,ସମୃଦ୍ଧି…
ଆଉ ୩ଟି ସ୍ଥାନରେ ଇକୋ ରୀ-ଟ୍ରିଟ ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନର ଶ୍ରେଷ୍ଠ ତିନୋଟି ଫ୍ଲାଗ୍ସିପ ଇଭେଣ୍ଟ ତଥା ଇକୋ ରିଟ୍ରିଟ୍ର ପଞ୍ଚମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହି କ୍ରମରେ ରାଜ୍ୟର ୩ଟି…
ସୂର୍ଯ୍ୟୋପରାଗରେ କଣ ରହିଛି ନୀତିକାନ୍ତି ? ଫୋକସ ପ୍ଲସ(ବ୍ୟୁରୋ): ଚଳିତ ଅକ୍ଟୋବର ୨୫ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟା ଦିନ ବର୍ଷର ଏକମାତ୍ର ସୂର୍ଯ୍ୟୋପରାଗ ସଂଘଟିତ ହେଉଅଛି ।ଚନ୍ଦ୍ରଗ୍ରହଣ ଭାରତରେ ସୂର୍ଯ୍ୟାସ୍ତ ପୂର୍ବରୁ ଅପରାହ୍ନରେ ଆରମ୍ଭ…