ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ହେଜଲ କୀଚ୍‌ : ଯୁବରାଜ ସିଂହ

 

ନୂଆଦିଲ୍ଲୀ : ଯୁବରାଜ ମଙ୍ଗଳବାର ଟୁଇଟ୍‌ କରି ଲେଖିଛନ୍ତି ଯେ, ସମସ୍ତ ପ୍ରଶଂସକ, ପରିବାର ଓ ବନ୍ଧୁଙ୍କ ପାଇଁ କହୁଛି ଯେ, ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି। ଆମେ ଭଗବାନଙ୍କୁ ଏହି ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଉଛୁ। ଆମେ ଚାହୁଁଛୁ ଯେ, ଆମର ବ୍ୟକ୍ତିଗତ ଜୀବନ ପ୍ରତି ସମ୍ମାନ ଜଣାଇବେ।

ଭାରତର ପୂର୍ବତନ କ୍ରିକେଟର ତଥା ଅଲଣାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି। ମଙ୍ଗଳବାର ତାଙ୍କର ପତ୍ନୀ ହେଜଲ କିଚ୍‌ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଯୁବରାଜ ସିଂହ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *