ଧାନ ବିକ୍ରି କରିନପାରି ଅନ୍ୟମାନଙ୍କ ଧାନରେ ନିଆଁ ଲଗାଇଲେ ଚାଷୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଯମୁନାପଶି ଲ୍ୟାମ୍ପସରେ ନିଆଁ ଲଗାଇଲେ, ଟୋକନ ଲାପ୍ସ ହେବାରୁ ଧାନ ବିକି ପାରିନଥିଲେ ଖିରେଇଟାଙ୍ଗରର ଉକ୍ତ ଚାଷୀ, ମାନସିକ ଅବସାଦରେ ନିଆଁ ଲଗାଇଦେଲେ, ଲ୍ୟାମ୍ପସ କର୍ମଚାରୀଙ୍କ ଦ୍ୱାରା ନିଆଁ ଅୟତ୍ତ, ସଂପୃକ୍ତ ଚାଷୀ ଅଟକ.

Leave a Reply

Your email address will not be published. Required fields are marked *