ରକ୍ତ ଦେବା ପାଇଁ ଲାଞ୍ଚ

ନେଲା ବେଳେ ଧରାପଡ଼ିଲେ ଲ୍ୟାବ୍ ଟେକ୍ନିସିଆନ, କଟକ ଏସସିବି ମେଡିକାଲ ରକ୍ତଭଣ୍ଡାର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ, ୨ ବୋତଲ ରକ୍ତ ଦେବାକୁ ଜଣେ ରୋଗୀଙ୍କ ସଂପର୍କୀୟଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିବା ପରେ କିଶୋରଙ୍କ ଚାନ୍ଦିନୀଚୌକ ଓ ଗୋବିନ୍ଦପୁର ଘରେ ରେଡ୍.

Leave a Reply

Your email address will not be published. Required fields are marked *