ରୁଷ ଟିଭି ଚ୍ୟାନେଲ କର୍ମଚାରୀ ଙ୍କ ଇସ୍ତପା

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ନବମ ଦିନ ରେ ପହଞ୍ଚିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରିପାରିନି l ରକେଟ ,ବୋମାମାଡ ,ରେ ଜଳିପୋଡ଼ି ପାଉଁଶ ହେଉଛି ୟୁକ୍ରେନ ର ଅନେକ ସହର l ଚାରିଆଡୁ ରୁଷ ସୈନ୍ୟମାନେ ଘେରି ହୋଇଛନ୍ତି ୟୁରୋପ ରାଷ୍ଟ୍ର ତଥା ନାଟୋ ସଦସ୍ୟ ରାଷ୍ଟ୍ର ୟୁକ୍ରେନ କୁ ସହଯୋଗ କରୁଥିବାରୁ ରୁଷ ରାଗରେ ଏପରି କରୁଥିବାର ସୂଚନା ଅଛି l ଯୁଦ୍ଧ ର ବିଭୀଷିକା ସମସ୍ତ ମନରେ କୋହ ଭରିଦେଇଛି l ଏପରିକି ୟୁକ୍ରେନ ଉପରେ ଆକ୍ରମଣ କୁ ବିରୋଧ କରି ରୁଷ ର ଏକ ଟିଭି ଚ୍ୟାନେଲ ସମସ୍ତ କର୍ମଚାରୀ ଇସ୍ତପା ଦେଇଛନ୍ତି ଷ୍ଟୁଡିଓ ରେ କାର୍ଯ୍ୟ କ୍ରମ ଚାଲିଥିବା ବେଳେ ସମସ୍ତେ ଇସ୍ତପା ଦେଇଛନ୍ତିl ୟୁକ୍ରେନ କୁ ଏହି ଚ୍ୟାନେଲ ସପକ୍ଷ ରେ ପ୍ରସାରଣ କରୁଥିବାରୁ ରୁଷ ରାଷ୍ଟ୍ର ପ୍ରମୁଖ ସ୍ଥଗିତ ପୂର୍ବ ରୁ କରିଥିଲେ l ଚ୍ୟାନେଲ ‘ ଟୁ ୱାର ‘କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମସ୍ତେ ଇସ୍ତପା ଦେଇଥିଲେ l

Leave a Reply

Your email address will not be published. Required fields are marked *