ପଦ୍ମପୁର ପୋଲିସକୁ ପୁଣି ଏକ ସଫଳତା

ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ କୁ ।ଏକ ଦଶଚକିଆ ଟ୍ରକ HR -73 – 8301ନମ୍ବର ଗାଡ଼ିରେ ରେ ଗଞେଇ ବୋଝେଇ ହେବା କୌଣସି ସୁତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ନିଜ ଟିମ୍ ସହ ପହଞ୍ଚି ତିନିଗୋଟି ମୋବାଇଲ, 304 କେଜି ଗଞେଇ ଯାହାର ସରକାରୀ ମୁଲ୍ୟ୍ ଆନୁମାନିକ 152000 ହେବ ସିଜ୍ ହୋଇଛି । ହେଲେ ଏଠି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଗଞେଇ ଗଛ ବଢିବା ପରେ ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଗଞେଇ ଗଛ କାଟିବାକୁ ଯାଉଛନ୍ତି ତାହା ପ୍ରକୃତ ରେ ଗଛ କଟା ହେଉଛି ନା ବଣ ଭୋଜି ର ମଜା ନିଆ ଯାଉଛି ।ଯଦି ପ୍ରକୃତରେ ଗଛ କଟା ହୁଅନ୍ତା ତାହା ହେଲେ କୁଆଡୁ ଆସନ୍ତା ଏତେ ପରିମାଣ ର ଗଞେଇ ।ଲୋକଙ୍କ ର ଏହି ପ୍ରଶ୍ନ ମଧ୍ୟ ଏଠି ଯୁକ୍ତି ଯୁକ୍ତ ବୋଲି ଧରାଯିବ । ପଦ୍ମପୁର ରୁ ଦିଲ୍ଲୀପ୍ ସାହୁଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *