ରୁଷିଆ ବିରୋଧରେ ଭୋଟ ଦେଲେ ଭାରତ ର ବିଚାରପତି

ୟୁକ୍ରେନ ଆକ୍ରମଣ ପାଇଁ ରୁଷିଆ କୁ ଏକଘରକିଆ କରିବାକୁ ଆମେରିକା ଓ ସହଯୋଗୀ ରାଷ୍ଟ୍ର ଉଦ୍ୟମ କରୁଛନ୍ତି l ଫଳରେ ଆମେରିକା ଓ କେତେକ ୟୁରୋପିଆ ଦେଶ କୁ ଗୁପ୍ତ ଭାବେ ସହାୟତା କରୁଥିବା ରୁଷୀୟ ନାଗରିକ ଙ୍କୁ ସେ ଦେଶଦ୍ରୋହୀ ଆଖ୍ୟ ଦେଇ ସେମାନଙ୍କ ମୂଳପୋଛ କରିବା ନିମନ୍ତେ ପୁଟିନ ଏକ ଟେଲିଭିଜନ ରେ ଭିଡିଓ କନଫରେନ୍ସ ବାର୍ତ୍ତାରେ ଅଭିଯୋଗ ଆଣିଛନ୍ତି l ରୁଷିଆ ନାଗରିକ ବିଶ୍ୱାସଘାତକ ଙ୍କ ଉପରେ ଛେପ ପକାଇବା ଉଚିତ l ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ ) ରେ ୟୁକ୍ରେନ ଆକ୍ରମଣ ମାମଲା ରେ ଶୁଣାଣି ବେଳେ ରୁଷିଆ ବିରୋଧରେ ଭୋଟ ଦେଇଛନ୍ତି ଭାରତରୁ ପ୍ରତିନିଧିତ୍ୱ କରୁଥିବା ବିଚାରପତି ଜଷ୍ଟିସ ଦଲବୀର ଭଣ୍ଡାରୀ ଙ୍କ ମତଦାନ କୁ ବିଭିନ ମହଲରୁ ପ୍ରଶଂସା ସୁଅ ଛୁଟୁଛି l ପ୍ରଥମେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ l 2012 ରେ ସେ ପ୍ରଥମ ଥର ପାଇଁ ଆଇସିଜେ କୁ ନିର୍ବାଚିତ ହୋଇଥିଲେ 2018 ରେ ଶେଷ ହୋଇଥିଲା

Leave a Reply

Your email address will not be published. Required fields are marked *