ଭଦ୍ରକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଗୁଲମୁକି ଦଲଓ୍ବାଜି

ଭଦ୍ରର ପୌରପାଳିକା ନିର୍ବାଚନରେ ଅଧ୍ୟକ୍ଷା ଭାବେ ସ୍ବାଧୀନ ପ୍ରାର୍ଥିନୀ ଗୁଲମୁକି ଦଲଓ୍ବାଜି ୩୨୫୬ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ବିଜେଡ଼ି ପ୍ରାର୍ଥନୀ ସମିତା ମିଶ୍ରଙ୍କ ଠାରୁ ବିଜୟୀ ହୋଇଛନ୍ତି | ଗୁଲମୁକି ଦଲଓ୍ବାଜିଙ୍କୁ ମୋଟ ୨୮୧୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ସମିତା ମିଶ୍ର ୨୪୮୫୯ ଖଣ୍ଡ ଭୋଟ ପାଇଛନ୍ତି |

Leave a Reply

Your email address will not be published. Required fields are marked *