ଅଗ୍ନିକାଣ୍ଡ ଘଟି ୯ବଖରା ଘର ଭଶ୍ମିଭୁତ I

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମୁରୁଣା ଗ୍ରାମ ପଞ୍ଚାୟତ ର ମହାପାତ୍ର ସାହିର ଗତକାଲି ବିଲମ୍ବିତ ରାତିରେ ବ୍ରଜକିଶୋର ମହାପାତ୍ରଙ୍କର ପାଞ୍ଚ ବଖରା ଘର ଓ ବୈକୁଣ୍ଠ ଚରଣ ମହାପାତ୍ରଙ୍କ ର ଚାରି ବଖରା ଘର ପୁଡ଼ି ପାଉଁଶ ହୋଇଯିବ ସହିତ ଦୁଇ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତି ପୁଡ଼ି ପାଉଁଶ ହୋଇଯାଇଛି ରାତିରେ ଦୁଇ ପରିବାର ଖାଇ ଶୋଇଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା ନିଆଁ ଲାଗି ଗୋଟେ ଘରୁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା ବିଦ୍ୟୁତ ସର୍ଟସର୍କିଟ ରୁ ନିଆଁ ଲାଗିଯାଇଥିବାର ଅନୁମାନ କରାଯାଉଛି ଖବର ପାଇ ଅଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିଥିଲେ।

Leave a Reply

Your email address will not be published. Required fields are marked *