ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ସହ ଅଟୋ ଏବଂ ଏକ ମଟର ସାଇକଲ ଜବତ  l

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ସହ ଅଟୋ ଏବଂ ଏକ ମଟର ସାଇକଲ ଜବତ l

ଫୋକସ ପ୍ଲସ 27/4(ମାଲକାନଗିରି): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ପକ୍ଷରୁ କୁମ୍ବିଙ୍ଗ ଚାଲି ଥିଲା ବେଳେ ପୋଲିସ ହାତରେ ଧରାପଡ଼ିଲେ ଦୁଇ ଗଞ୍ଜେଇ ବେପାରୀ ଏମାନେ ହେଲେ କରା ଶାମୁ, ଅନ୍ୟଜଣେ ଦମ୍ବୁରୁ ସୀସା, ଦୁହେଁ କବାସୀ ଗୁଡା ଜଙ୍ଗଲରେ ଅଟୋ ରେ ଗଞ୍ଜେଇ ଭର୍ତି କରୁଥିବା ସମୟ ରେ ପୋଲିସ ଧରିଥିଲା,ମୋଟ 526 କିଲୋ ଗଞ୍ଜେଇ ଥିବା ଜଣା ଯାଇଛି,ପୋଲିସ ପକ୍ଷରୁ କେସ ନମ୍ବର 107/22 ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ଏହାର ଅଧିକ ତଦନ୍ତ ପାଇଁ ଏସ ଆଇ ସଞ୍ଜୟ କୁମାର ପଡସେଠି ଦାୟିତ୍ୱ ବହନ କରୁଥିବା ଥାନା ଅଧିକାରୀ ପକ୍ଷରୁ ସୂଚନା ଦିଆ ଯାଇଛି l କାଲିମେଳା ରୁ ସତ୍ୟନାରାୟଣ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ I

 

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published. Required fields are marked *