କାହିଁକି ଇଲେକ୍ଟ୍ରିକ୍ ସକ୍ ପକ୍ଷୀଙ୍କୁ ଲାଗେନାହିଁ ?

କାହିଁକି ଇଲେକ୍ଟ୍ରିକ୍ ସକ୍ ପକ୍ଷୀଙ୍କୁ ଲାଗେନାହିଁ ?

ଫୋକସ ପ୍ଲସ 23/5/22: ସାଧାରଣତଃ ରାସ୍ତା ପାର୍ଶ୍ୱର ବିଦ୍ୟୁତ୍‌ ଖୁଣ୍ଟରେ ଲାଗିଥିବା ତାରରେ ଅନେକ ପକ୍ଷୀ ଆରାମରେ ବସିଥାନ୍ତି ହେଲେ ସେମାନେ କେବେବି କରେଣ୍ଟ ଦ୍ୱାରା ଆଘାତ ପାଇନଥାନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବାକୁ ହେଲେ ସର୍ବପ୍ରଥମେ ବିଦ୍ୟୁତ୍ ପ୍ରବାହର ନିୟମକୁ ବୁଝିବାକୁ ପଡିବ । ଏହି ତାରରେ ବିଦ୍ୟୁତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ହୋଇଥାଏ । ତାର ଗୁଡିକରେ ବିଦ୍ୟୁତ୍ ଶକ୍ତି ପ୍ରଭାବ ପାଇଁ ଏଥିରେ ତମ୍ବା ବ୍ୟବହୃତ ହୋଇଥାଏ ।
ସୂଚନା ଅନୁସାରେ, ପକ୍ଷୀଙ୍କ ଶରୀରରେ ଏପରି ଏକ କୋଷ ଏବଂ ଟିସୁ ରହିଛି ଯାହା ବିଦ୍ୟୁତ୍‌ ପ୍ରତିରୋଧ ସାଦୃଶ୍ୟ କାର୍ଯ୍ୟ କରିଥାଏ । ଫଳରେ ସେମାନେ ତାରରେ ବସିଲେ ମଧ୍ୟ ସେମାନଙ୍କୁ ଆଘାତ ଲାଗିନଥାଏ । ହେଲେ ଯଦି ତାରଗୁଡିକ ସ୍ପର୍ଶ ସମୟରେ ପକ୍ଷୀମାନେ ଭୂମି ସହ ସଂସ୍ପର୍ଶରେ ଆସନ୍ତି ତେବେ ସର୍ଟ ସର୍କେଟ୍ ହେବାସହ ପକ୍ଷୀଙ୍କୁ ଆଘାତ ଲାଗିବାର ସମ୍ଭାବନା ରହିଛ । ମଣିଷ ମାନଙ୍କ ସହ ମଧ୍ୟ ଏହି ସମାନ୍ ଘଟଣା ଘଟିଥାଏ । ଏକାସହ ତାର ଓ ଭୂମି ସଂସ୍ପର୍ଶରେ ଆସିବା ହେତୁ ଆମକୁ ବିଦ୍ୟୁତ୍ ଆଘାତ ଲାଗିଥାଏ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *