ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି କି ଦୁନିଆରେ ନିଆଁ ଝରଣା ଅଛି ବୋଲି, ସାଧାରଣତଃ ଆପଣ ଜାଣିଥିବେ ଝରଣାରୁ
ପାଣି ଝରିବା ସ୍ୱାଭାବିକ କିନ୍ତୁ ଝରଣାରୁ ପାଣି ଝରିବା ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ କଥା l ଆଂଜ୍ଞା ହଁ ଆମେ ବି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲୁ ଆମେ କଣ ଆପଣ ବି ଶୁଣିଲେ ପରେ କଥାଟା ଅଜବ ଅଜବ ଲାଗୁଛି ନା କିନ୍ତୁ ଏହା ସତ ଅଟେ l
କାରଲିଫୋର୍ଣ୍ଣିଆରେ ରହିଛି ଏଭଳି ଆଶ୍ଚର୍ଯ୍ୟ କରାଇ ଦେଉଥିବା ଝରଣା l ଏହି ଝରଣାର ପାଣି ନିଁଆଭଳି ଲାଲ ପାଣି ୧୫୬୦ ଫୁଟ ରୁ ତଳକୁ ଝରୁଥାଏ l ଏହି ଝରଣା ସ୍ଥାନୀୟ ଏସମତି ଜାତୀୟ ଉଦ୍ୟାନରେ ରହିଛି l କ୍ୟାପଟେନ ପାହାଡ଼ରୁ ଏହା ପ୍ରବାହିତ ହୋଇଥାଏ
ଲୋକେ ଏହାକୁ "ଫାୟାର ଫଲ" ବୋଲି ମଧ୍ୟ କହିଥାନ୍ତି l ଏହା କେବଳ ପ୍ରତ୍ୟକ ବର୍ଷ ଫେବୃଆରୀ ମାସର ଶେଷ ସପ୍ତାହରେ ଏହି ଭଳି ଦୃଶ୍ୟ ସୂର୍ଯ୍ୟାସ୍ତ ସମୟରେ ହିଁ ଦେଖାଯାଇଥାଏ l ଏହି ସମୟରେ ଅସ୍ତ ସମୟରେ ଲାଲ ରଂଗର ସୂର୍ଯ୍ୟ ରଶ୍ମୀ ଝରଣା ପାଣିରେ ପ୍ରତିଫଳିତ ହୋଇଥାଏ, ଫଳରେ କିଛି ସମୟ ପାଇଁ ଝରଣାର ପାଣି ରଡ଼ ନିଆଁ ଭଳି ଲ।ଲ ଦିଶିଥାଏ ।