ଛାଡପତ୍ର ପରେ ପାର୍ଟି ଦେଲେ ମହିଳା “ଡିଭୋର୍ସ ମୁବାରକ”

ଆଜିକାଲି ବହୁତ ମାତ୍ରରେ ଯୁବ ପିଢ଼ିମାନେ ଡିଭୋର୍ସ ଦେବାରେ ଲାଗିଛନ୍ତି, ନିଜ ନିଜ ମଧ୍ୟରେ ହେଉଥିବା ମତାନ୍ତର କୁ ନ ବୁଝି ସୁଝି ହଠାତ ଛାଡପତ୍ର ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି l ଏହି ସବୁ କୁ ନଜରରେ ରଖି ଜଣେ ମହିଳା ଙ୍କ ସହ ଡିଭୋର୍ସ ହେବାପରେ ସେ ଖୁସିରେ ପାର୍ଟି ଦେଇ ଡିଭୋର୍ସ ମୁବାର ସେଲିବ୍ରେସନ କରୁଥିବାର ଭିଡିଓ ଏବେ ଖୁବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି l

ନିକଟରେ ଆମେରିକାରେ ରହୁଥିବା ଜଣେ ପାକିସ୍ତାନୀ ମହିଳା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ପାର୍ଟି ଦେଇଥିଲେ। ଏପରିକି ପାର୍ଟିରେ ନିଜେ ମନ ଖୋଲି ନାଚିଛନ୍ତି। ଯଦି ଏହିପରି ଚାଲୁ ରହେ, ତେବେ ଦିନେ ବିବାହ ବ୍ୟବସ୍ଥା ଧ୍ୱଂଶ ହୋଇଯିବ।’

କେହି କେହି ସମର୍ଥନ କରିଛନ୍ତି ତ କେହି କେହି ଏହା ସମ୍ପୂର୍ଣ ଭୁଲ ବୋଲି ମଧ୍ୟ ମତ ଦେଇଛନ୍ତି କିନ୍ତୁ ସେ ଯାହା ହେଉ ନ କାହିଁକି ସେହି ମହିଳା ଜଣଙ୍କ ଏହିପରି ନିଷ୍ପତି ନେବେ କେତେଦୂର ଠିକ ଆଉ ଭୁଲ ଆପଣମାନେ ନିଶ୍ଚୟ ନିଜର ମତ ରଖିବେ l କ’ଣ ଆପଣ ବି ତlଙ୍କ ଜାଗାରେ ଥିଲେ ଏପରି କରିଥାନ୍ତେ କି ?

Leave a Reply

Your email address will not be published. Required fields are marked *