ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

ବହୁତ ଦିନ ଧରି ଚାଲି ରହିଥିଲା ଲୁଚକାଳି ଖେଳl ଆଜି କ୍ୟାମେରା ମ୍ୟାନ ମାନସ ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହୋଇଛି l
ଭଦ୍ରକ ପୋଲିସ ଓ କ୍ରାଇମ ବ୍ରାଞ୍ଚ ର ମିଳିତ ସହଯୋଗ ରେ ଶର୍ମିଷ୍ଠା ଗିରଫ l ଖୁବ ଶୀଘ୍ର କୋର୍ଟ ରେ ହାଜର କରାଯିବ l ସୂଚନା ଯୋଗ୍ୟ ଯେ,ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୟାଲ ଆଶ୍ରମ ରେ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ l କେମିତି ରଚାଯାଇଥିଲା ମର୍ଡର ପ୍ଲଟ ?ସେନେଇ ଖିଅ ଖୋଜିଥିଲା ଟିମ l ଭୁବେନେଶ୍ୱର ଯାଞ୍ଚ କରିବା ପରେ ରଣପୁର ବଧୀପାଟଣା ରେ ବି ଯାଞ୍ଚ କରାଯିବ କ୍ରାଇମବ୍ରାଞ୍ଚ ନଜରରେ ଆଶ୍ରମ ର ଲେଡି କେୟାର ଟେକର ,ଦିଲୀପ ଖଟେଇ ,ସିକ୍ୟୁରିଟି ଗାର୍ଡ ଓ ମାନସ ର ନାବାଳକ ସହଯୋଗୀ l ଆଶ୍ରମ ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ ସାକ୍ଷୀ

ସେପଟେ 6 ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଜେରା କରିବ ଟିମ l ପ୍ରାଇମ ନଜରରେ ନିରଂଜନ ସେଠି ଓ ରଞ୍ଜନ ନାୟକ l ନିରଂଜନ ହିଁ ଜାଣିଛନ୍ତି ଯେ ,ସର୍ଟ ଫିଲ୍ମ ଓ ପୁରୀ ସି -ବିଚ ସୁଟିଂ ର ସତ କଣ ? ସେକଥା ନିରଂଜନ ଙ୍କୁ ଜଣା l ଏସବୁ ସତ ଖୋଜିବାକୁ ନିରଂଜନ ଙ୍କୁ ଖୁବ ଶୀଘ୍ର ରିମାଣ୍ଡ ରେ ଆଣିପାରେ କ୍ରାଇମବ୍ରାଞ୍ଚ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *