ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

ବହୁତ ଦିନ ଧରି ଚାଲି ରହିଥିଲା ଲୁଚକାଳି ଖେଳl ଆଜି କ୍ୟାମେରା ମ୍ୟାନ ମାନସ ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହୋଇଛି l
ଭଦ୍ରକ ପୋଲିସ ଓ କ୍ରାଇମ ବ୍ରାଞ୍ଚ ର ମିଳିତ ସହଯୋଗ ରେ ଶର୍ମିଷ୍ଠା ଗିରଫ l ଖୁବ ଶୀଘ୍ର କୋର୍ଟ ରେ ହାଜର କରାଯିବ l ସୂଚନା ଯୋଗ୍ୟ ଯେ,ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୟାଲ ଆଶ୍ରମ ରେ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ l କେମିତି ରଚାଯାଇଥିଲା ମର୍ଡର ପ୍ଲଟ ?ସେନେଇ ଖିଅ ଖୋଜିଥିଲା ଟିମ l ଭୁବେନେଶ୍ୱର ଯାଞ୍ଚ କରିବା ପରେ ରଣପୁର ବଧୀପାଟଣା ରେ ବି ଯାଞ୍ଚ କରାଯିବ କ୍ରାଇମବ୍ରାଞ୍ଚ ନଜରରେ ଆଶ୍ରମ ର ଲେଡି କେୟାର ଟେକର ,ଦିଲୀପ ଖଟେଇ ,ସିକ୍ୟୁରିଟି ଗାର୍ଡ ଓ ମାନସ ର ନାବାଳକ ସହଯୋଗୀ l ଆଶ୍ରମ ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ ସାକ୍ଷୀ

ସେପଟେ 6 ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଜେରା କରିବ ଟିମ l ପ୍ରାଇମ ନଜରରେ ନିରଂଜନ ସେଠି ଓ ରଞ୍ଜନ ନାୟକ l ନିରଂଜନ ହିଁ ଜାଣିଛନ୍ତି ଯେ ,ସର୍ଟ ଫିଲ୍ମ ଓ ପୁରୀ ସି -ବିଚ ସୁଟିଂ ର ସତ କଣ ? ସେକଥା ନିରଂଜନ ଙ୍କୁ ଜଣା l ଏସବୁ ସତ ଖୋଜିବାକୁ ନିରଂଜନ ଙ୍କୁ ଖୁବ ଶୀଘ୍ର ରିମାଣ୍ଡ ରେ ଆଣିପାରେ କ୍ରାଇମବ୍ରାଞ୍ଚ

Related post

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା…
ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା…
ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ଫୋକସ ପ୍ଲସ(ବ୍ୟୁରୋ): ସେପ୍ଟେମ୍ବର ୩୦ ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଟ୍ୱିଟରରେ ପତ୍ନୀ ଏଶ୍ୱର୍ଯ୍ୟାଙ୍କୁ ତାଙ୍କର ନୂତନ ଫିଲ୍ମ ରିଲିଜ୍ ପୋନିୟିନ୍ ସେଲଭାନ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ…

Leave a Reply

Your email address will not be published.