
ବ୍ରେକ ଲାଗୁନି ତୈଳ ଦର ବୁଦ୍ଧି ଉପରେ ;ପେଟ୍ରୋଲ 32,ଡିଜେଲ 37ପଇସା ବଢ଼ିଲା
- ମୁଖ୍ୟ ଖବର
- March 29, 2022
- No Comment
- 137
ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୁଦ୍ଧି ର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡିଛି l ଫଳରେ କ୍ରମାଗଗତ ଭାବରେ 4ର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଡିଜେଲ ମୂଲ୍ୟ ବଢିଛି l ଏପରିକି ଗତ 7 ଦିନ ମଧ୍ୟରେ 6 ଥର ଦର ପରିବର୍ତ୍ତନ ହୋଇଛି l ତୈଳ ନିଗମ ର ସୂଚନା ଅନୁଯାୟୀ ସୋମବାର ଭୁବେନେଶ୍ୱର ପେଟ୍ରୋଲ 32 ପଇସା ଓ ଡିଜେଲ 37 ପଇସା ବୁଦ୍ଧି ଘଟିଛି l ଏହି ଦର ବୁଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା 106.08 ଟଙ୍କା ବୁଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା 95.98 ଟଙ୍କା କାରବାର ହେଉଛି l ଓଡିଶା ରେ ମଧ୍ୟ ପେଟ୍ରୋଲ ଡିଜେଲ ର ମୂଲ୍ୟ ପ୍ରାୟ 5 ଟଙ୍କା ବୁଦ୍ଧି ହୋଇଛି l ରାଜଧାନୀ ଦିଲ୍ଲୀ ରେ ମଧ୍ୟ ପେଟ୍ରୋଲ ଡିଜେଲ ଦର ବୁଦ୍ଧି ହୋଇଛି l ପେଟ୍ରୋଲ 30 ପଇସା ଓ ଡିଜେଲ 35 ପଇସା ବଢିଛି l