ବ୍ରେକ ଲାଗୁନି ତୈଳ ଦର ବୁଦ୍ଧି ଉପରେ ;ପେଟ୍ରୋଲ 32,ଡିଜେଲ 37ପଇସା ବଢ଼ିଲା

ବ୍ରେକ ଲାଗୁନି ତୈଳ ଦର ବୁଦ୍ଧି ଉପରେ ;ପେଟ୍ରୋଲ 32,ଡିଜେଲ 37ପଇସା ବଢ଼ିଲା

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୁଦ୍ଧି ର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡିଛି l ଫଳରେ କ୍ରମାଗଗତ ଭାବରେ 4ର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଡିଜେଲ ମୂଲ୍ୟ ବଢିଛି l ଏପରିକି ଗତ 7 ଦିନ ମଧ୍ୟରେ 6 ଥର ଦର ପରିବର୍ତ୍ତନ ହୋଇଛି l ତୈଳ ନିଗମ ର ସୂଚନା ଅନୁଯାୟୀ ସୋମବାର ଭୁବେନେଶ୍ୱର ପେଟ୍ରୋଲ 32 ପଇସା ଓ ଡିଜେଲ 37 ପଇସା ବୁଦ୍ଧି ଘଟିଛି l ଏହି ଦର ବୁଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା 106.08 ଟଙ୍କା ବୁଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା 95.98 ଟଙ୍କା କାରବାର ହେଉଛି l ଓଡିଶା ରେ ମଧ୍ୟ ପେଟ୍ରୋଲ ଡିଜେଲ ର ମୂଲ୍ୟ ପ୍ରାୟ 5 ଟଙ୍କା ବୁଦ୍ଧି ହୋଇଛି l ରାଜଧାନୀ ଦିଲ୍ଲୀ ରେ ମଧ୍ୟ ପେଟ୍ରୋଲ ଡିଜେଲ ଦର ବୁଦ୍ଧି ହୋଇଛି l ପେଟ୍ରୋଲ 30 ପଇସା ଓ ଡିଜେଲ 35 ପଇସା ବଢିଛି l

Related post

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ…
ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ…
କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି ବାସୀ

କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି…

ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା…

Leave a Reply

Your email address will not be published.