ଅଭିନୟରେ ଜେସିକା ଚେଷ୍ଟେନ ,ସ୍ମିଥ ଶ୍ରେଷ୍ଠ

ଅଭିନୟରେ ଜେସିକା ଚେଷ୍ଟେନ ,ସ୍ମିଥ ଶ୍ରେଷ୍ଠ

ଆମେରିକା ଲସ ଏଂଜେନ୍ସି ସହରରେ 94 ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି l ଏଥିରେ ‘ଦି ଆଇଜ ଅଫ ଟମି ଫାଏ ‘ଫିଲ୍ମ ପାଇ ଜେସିକା ଚେଷ୍ଟନ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ଓସ୍କାର ହାସଲ କରିଥିବା ବେଳେ’ କିଙ୍ଗରିଚାର୍ଟ’ ପାଇଁ ୱାଲସ୍ମିଥ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି l ଶ୍ରେଷ୍ଠ ଚଳଚିତ୍ର ପାଇଁ’ କୋଡା ‘ଓସ୍କାର ହାତେଇଛି l ଭାରତୀୟ ଫିଲ୍ମ ରାଇଟି ବଡ ଆୱାର୍ଡ ହାସଲ କରିପାରିନାହିଁ l ଏହି ବର୍ଗରେ’ ସମର ଅଫ ସୋଲ ‘ଓସ୍କାର ପାଇଛି l ଶ୍ରେଷ୍ଠ ନିର୍ଦେଶକ ଭାବରେ ‘ଦ ପାୱାର ଅଫ ଦ ଡଗ ‘ ପାଇଁ ଜେନ କାମ୍ପିୟନ ଙ୍କୁ ଓସ୍କାର ପ୍ରଦାନ କରାଯାଇଛି l ସରକାରୀ ଅଭିନେତା ଭାବେ ୱେଷ୍ଟ ସାଇଡ ଷ୍ଟୋରୀରେ ଏରିଆନଡିବାସ ଓସ୍କାର ପାଇଛନ୍ତି l ଓସ୍କାର ଜିତିବାର ଏରିଆନ ପ୍ରଥମ ଅଶ୍ୱେତା ଏଲଇଜିବିଟିକ୍ୟୁ + ଅଭିନେତ୍ରୀ ହୋଇପାରିଛନ୍ତି l ପୁରସ୍କାର ଗ୍ରହଣ କରିବାରେ ସେ ଦ୍ୱିତୀୟ ଆଫଓ ଲାଟିନ ଅଭିନେତ୍ରୀ l ଫିଲ୍ମ ଏଡିଟିଂ ,ସିନେମାଟୋଗ୍ରାଫି ,ପ୍ରଡକ୍ସନ ,ଡିଜାଇନ ,ଭିଜୁଆଲ ବର୍ଗରେ ଡିଓନ ଶ୍ରେଷ୍ଠ ଚଳଚିତ୍ର ହୋଇଛି l

 

 

 

 

ଲତା ,ଦିଲ୍ଲୀପ କୁମାର ଙ୍କୁ ଅଣଦେଖା
ଓସ୍କାର ସମାରୋହରେ ଭାରତ ର ସ୍ୱର ସାମ୍ରାଜ୍ଞ ଲତା ମଙ୍ଗେସର ଏବଂ ଏବଂ ଅଭିନେତା ଦିଲ୍ଲୀପ କୁମାର ଙ୍କୁ ଶ୍ରଦ୍ଧାଞ୍ଜଳି ନ କରାଯିବ କଥା ସାମ୍ନା କୁ ଆସିଛି l ବଲିଓଡ଼ ଇଣ୍ଡଷ୍ଟ୍ରିଆଲ ରେ ଏହି ଦୁଇ ଜଣଙ୍କ ଭୂମିକା ଅତୁଳନୀୟ ଅବଦାନ ସତ୍ତ୍ୱ ଓସ୍କାର ରେ ସେମାନଙ୍କୁ ଅଣଦେଖା କରାଯିବ ବହୁ କଳାକାର ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି l

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *