ଇଂଡିକୋ ସ୍କୁଟି କୁ ଧକ୍କାଦେଇ ଇଂଡିକୋ ଡ୍ରାଇଭର ଫେରାର ।

ଇଂଡିକୋ ସ୍କୁଟି କୁ ଧକ୍କାଦେଇ ଇଂଡିକୋ ଡ୍ରାଇଭର ଫେରାର ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅlମ୍ବାସରମୁଣ୍ଡା ପଞ୍ଚlୟତ ଅନ୍ତର୍ଗତ ପଥରଖୁମ୍ପl ଗ୍ରାମ ଛକ ଠାରେ ସକାଳ ୮ ଘଣ୍ଟିକା ସମୟରେ OR 19 N 7563 ଇଂଡିକୋ ଗାଡି OD 15 R 5943 ଏକ ସ୍କୁଟି କୁ ଧକା ଦେଇ ଡ୍ରାଇଭର ବାପୁ ପ୍ରଧାନ ଫେରାର ହୋଇଯାଇଛି ।ବିଶେଷ ସୂଚନାରୁ ପ୍ରକାଶ ପୂର୍ବ ରାଗକୁ କେନ୍ଦ୍ରକରି ବାପୁ ପ୍ରଧାନ ଜାଣି ଶୁଣି ସ୍କୁଟିକୁ ଧକ୍କା କରିଥିବା ଜଣା ଯାଇଛି । ଘଟଣା ସ୍ଥଳରେ ଇଂଡିକୋ ଓ ସ୍କୁଟି ପଡିରହିଥିବା ସ୍କୁଟି ରେ ବସିଥିବା ବ୍ୟକ୍ତି ମାନେ ସାମାନ୍ୟ ଆହତ ହୋଇ ରାସ୍ତା ଉପରେ ବସି ରହିଥିବା ଜଣା ଯାଇଛି । ଖବର ପାଇ ଫୋକସ ପ୍ଲସ ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ଠାକୁରଗଡ଼ ଥାନା IIC ପିତାମ୍ବର ମଲ୍ଲିକ ଙ୍କୁ ଆକ୍ସିଡେଣ୍ଟ ଘଟଣାର ସୂଚନା ଦେଇଛନ୍ତି ।

ଆଠମଲ୍ଲିକ ରୁକରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published. Required fields are marked *