ବିନା ଗଣିତରେ ଇଂଜିନିଅରିଂ

ବିନା ଗଣିତରେ ଇଂଜିନିଅରିଂ

ନୂତନ ଶିକ୍ଷା ବର୍ଷ ରୁ ଦ୍ୱାଦଶ ,ଶ୍ରେଣୀ ରେ ଗଣିତ ରଖି ପଢିନଥିଲେ ମଧ୍ୟ ଆର୍କିଟେକ୍ଚର ଵୟୋ ଟେକ୍ନୋଲୋନି ଓ ଫ୍ୟାସନ ଟେକ୍ନୋଲୋଜିକାଲ ଇଂଜିନିଅରିଂ କରିପାରିବେ ଛାତ୍ରଛାତ୍ରୀ l 2022 -23 ଶିକ୍ଷା ବର୍ଷ ରେ ପ୍ରଣୟନ କରାଯାଇଥିବା ନୂତନ ଶିକ୍ଷା ନୀତି ଅନୁସାରେ ଏକ ତୃତୀୟାଂଶ ଇଂଜିନିଅରିଂପାଠ୍ୟକ୍ରମ ପାଇ ବାଧ୍ୟତାମୂଳକ ନୁହେ ଗଣିତ ପାଠ l 29 ରୁ 10ଟି ଡିପ୍ଲୋମା ଓ ୟୁଜି କୋର୍ସ ରେ ଗଣିତ ବିଷୟ କୁ ଅପ୍ସନାଲ ରଖାଯିବ l ଗତ ଶିକ୍ଷା ବର୍ଷ ରେ ମଧ୍ୟ ଇଂଜିନିଅରିଂ ପାଠ ପଢିବା ପାଇ ଫିଜିକ୍ସ ଏବଂ ଗଣିତ କୁ ଅପ୍ସନାଲ ରଖିଥିଲା l

Related post

ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ

ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ

ଫୋକସ ପ୍ଲସ ୬/୨/୨୩(ଢେଙ୍କାନାଳ): ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ଏକ ମେଗା କ୍ରୀଡା କାର୍ଯକ୍ରମ ଆୟୋଜିତ ହୋଇଥିଲା ଏହି କାର୍ଯକ୍ରମରେ ରନ-ଏ-ଥନର ତୃତୀୟ ସଂସ୍କରଣରେ ୩୫୦୦ ଜଣ…
ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ଆଜିଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା…
ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ପ୍ରେମ ଶ୍ବାସତ ଅନାବିଲ,ପ୍ରେମ ମାନେନି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ ଆଉ ବାଡ଼ବନ୍ଧନ।ପ୍ରେମ କେତେବେଳେ ଯେ କାହା ସହ ହୋଇଯାଏ ତାହା କହିହୁଏ ନାହିଁ।କିନ୍ତୁ ଯେତେବେଳେ…

Leave a Reply

Your email address will not be published.