ଧରାପଡ଼ିଲା ଚୋରା ଗୋରୁ ଚାଲାଣ I

ଧରାପଡ଼ିଲା ଚୋରା ଗୋରୁ ଚାଲାଣ I

ଫୋକସ ପ୍ଲସ 31/3(ଖୋର୍ଦ୍ଧା) ଦିନକୁ ଦିନ ବଢିଚାଲିଛି ଗୋ ଚାଲାଣ ଏବଂ ସେହିଭଳି ଏକ ଖବର ଆସି ପହଞ୍ଚିଛି ଯେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନରେ ଗୋରୁ ଚାଲାଣ ହେଉଥିବାର ଖବର ପାଇ ବୋଲଗଡ଼ ଥାନା ଇନ୍ସପେକଟର ଏକ ପିକକ ଭ୍ୟାନ କୁ ଜବତ କରି 7ଟି ଗୋରୁ ଜବତ କରିଛନ୍ତି! ସେଥି ମଧ୍ୟରୁ ( 3 ଟି ଗାଈ ଓ 4 ଟି ବଳଦ ) ରହିଛନ୍ତି I 2 ଜଣ ଗୋରୁ ଚାଲାଣ କାରୀଙ୍କୁ ଗିରଫ କରାଯାଇଛି I  ସେମାନେ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକଗୋଡା ଗ୍ରାମର (1) ସରିଫ ଖାଁ (2) ସବୀର ଖାଁ I

ଖୋର୍ଦ୍ଧା ରୁ ମଧୁସୂଦନ ମିଶ୍ର ଙ୍କ ରିପୋର୍ଟ I

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published.