ଲୋକସଭା ଭବନ କୁ କାହିଁକି ସାମ୍ବାଦିକଙ୍କୁ ଛଡା ଯାଉନାହିଁ ?ରାଜ୍ୟ ସରକାର କଣ ଲୁଚାଉଛନ୍ତି କି ?

ଲୋକସଭା ଭବନ କୁ କାହିଁକି ସାମ୍ବାଦିକଙ୍କୁ ଛଡା ଯାଉନାହିଁ ?ରାଜ୍ୟ ସରକାର କଣ ଲୁଚାଉଛନ୍ତି କି ?

ଫୋକସ ପ୍ଲସ (ବ୍ୟୁରୋ ) 31.03.22 ବିଧାନସଭା ର ପ୍ରେସ ଲାଉଞ୍ଚ ଓ ଲୋକସେବା ଭବନ କୁ ସାମ୍ବାଦିକ ଙ୍କୁ ଛଡା ଯାଉନଥିବାରୁ ବିଧାନସଭା ରେ ଉଦବେଗ ପ୍ରକାଶ ପାଇଛି l ସରକାର କେଉଁ କଥା ଲୁଚାଇବାକୁ ଚାହୁଁଛନ୍ତି କି ଯାହା ଦ୍ୱାରା ସାମ୍ବାଦିକ ଙ୍କୁ ଛଡା ଯାଉନି ଏପରି ପ୍ରଶ୍ନ କରିଛନ୍ତି ମୋହନ ମାଝୀ l ବିଧାନସଭା ପ୍ରେସ ଲାଉଞ୍ଚ ଓ ଲୋକସଭା ଭବନ କୁ ସାମ୍ବାଦିକ ଙ୍କୁ ଛଡା ଯାଉନଥିବାରୁ ବିଧାନସଭା ରେ ଉଦବେଗ ପ୍ରକାଶ ପାଇଛି l ଆଜି ବିଧାନସଭାରେ ଏଇ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ l ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଙ୍କୁ ଆସିବାକୁ ଦିଆଯାଉl ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗ କୁ ପ୍ରଥମେ ଉଠାଇଥିଲେ l ଲୋକସେବା ଭବନ ଓ ବିଧାନସଭା ପ୍ରେସ ଲାଉଞ୍ଚ କୁ ସାମ୍ବାଦିକ ଙ୍କୁ ଅନୁମତି ଦେବାକୁ ସେ ଦାବି କରିଛନ୍ତି l ଏହା ଗଣତନ୍ତ୍ର ପାଇଁ ବିପଦ ହେବବୋଲିନରସିଂହ କହିଛନ୍ତି l

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *