ଲୋକସଭା ଭବନ କୁ କାହିଁକି ସାମ୍ବାଦିକଙ୍କୁ ଛଡା ଯାଉନାହିଁ ?ରାଜ୍ୟ ସରକାର କଣ ଲୁଚାଉଛନ୍ତି କି ?

ଲୋକସଭା ଭବନ କୁ କାହିଁକି ସାମ୍ବାଦିକଙ୍କୁ ଛଡା ଯାଉନାହିଁ ?ରାଜ୍ୟ ସରକାର କଣ ଲୁଚାଉଛନ୍ତି କି ?

ଫୋକସ ପ୍ଲସ (ବ୍ୟୁରୋ ) 31.03.22 ବିଧାନସଭା ର ପ୍ରେସ ଲାଉଞ୍ଚ ଓ ଲୋକସେବା ଭବନ କୁ ସାମ୍ବାଦିକ ଙ୍କୁ ଛଡା ଯାଉନଥିବାରୁ ବିଧାନସଭା ରେ ଉଦବେଗ ପ୍ରକାଶ ପାଇଛି l ସରକାର କେଉଁ କଥା ଲୁଚାଇବାକୁ ଚାହୁଁଛନ୍ତି କି ଯାହା ଦ୍ୱାରା ସାମ୍ବାଦିକ ଙ୍କୁ ଛଡା ଯାଉନି ଏପରି ପ୍ରଶ୍ନ କରିଛନ୍ତି ମୋହନ ମାଝୀ l ବିଧାନସଭା ପ୍ରେସ ଲାଉଞ୍ଚ ଓ ଲୋକସଭା ଭବନ କୁ ସାମ୍ବାଦିକ ଙ୍କୁ ଛଡା ଯାଉନଥିବାରୁ ବିଧାନସଭା ରେ ଉଦବେଗ ପ୍ରକାଶ ପାଇଛି l ଆଜି ବିଧାନସଭାରେ ଏଇ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ l ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଙ୍କୁ ଆସିବାକୁ ଦିଆଯାଉl ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗ କୁ ପ୍ରଥମେ ଉଠାଇଥିଲେ l ଲୋକସେବା ଭବନ ଓ ବିଧାନସଭା ପ୍ରେସ ଲାଉଞ୍ଚ କୁ ସାମ୍ବାଦିକ ଙ୍କୁ ଅନୁମତି ଦେବାକୁ ସେ ଦାବି କରିଛନ୍ତି l ଏହା ଗଣତନ୍ତ୍ର ପାଇଁ ବିପଦ ହେବବୋଲିନରସିଂହ କହିଛନ୍ତି l

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.