ଯୁବକଙ୍କ ମୃତ ଦେହ ଠାବ

ଯୁବକଙ୍କ ମୃତ ଦେହ ଠାବ

ଗତ ୨୮ ତାରିଖ ଠାରୁ ଢେଙ୍କାନାଳ ସହର ଖମାର ସାହି ଅଞ୍ଚଳରେ ଏକ ଭୋଜିରେ ଯୋଗଦେବା ପରେ ଦିନ ପ୍ରାୟ ୩ଟା ପରଠାରୁ ଆଠଗଡ଼ ବୀରକିଶୋରପୁର ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ ନିଖୋଜ ଥିଲେ | ସଦର ଥାନା ପଦଲାପୁର ପଥର ଖାଦାନରୁ ଆଜି ତାଙ୍କ ମୁତ ଦେହ ଠାବ କରାଯାଇଛି | ପୋଲିସ ତଦନ୍ତ ଜାରି ରଖିଛି
ରିପୋର୍ଟ – ଲକ୍ଷ୍ମୀକାନ୍ତ ସାହୁ ( ଢେଙ୍କାନାଳ )

Related post

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ…
ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ…
କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି ବାସୀ

କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି…

ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା…

Leave a Reply

Your email address will not be published.