
ଯୁବକଙ୍କ ମୃତ ଦେହ ଠାବ
- Breaking newsଅପରାଧମୁଖ୍ୟ ଖବରରାଜ୍ୟ
- April 1, 2022
- No Comment
- 98
ଗତ ୨୮ ତାରିଖ ଠାରୁ ଢେଙ୍କାନାଳ ସହର ଖମାର ସାହି ଅଞ୍ଚଳରେ ଏକ ଭୋଜିରେ ଯୋଗଦେବା ପରେ ଦିନ ପ୍ରାୟ ୩ଟା ପରଠାରୁ ଆଠଗଡ଼ ବୀରକିଶୋରପୁର ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ ନିଖୋଜ ଥିଲେ | ସଦର ଥାନା ପଦଲାପୁର ପଥର ଖାଦାନରୁ ଆଜି ତାଙ୍କ ମୁତ ଦେହ ଠାବ କରାଯାଇଛି | ପୋଲିସ ତଦନ୍ତ ଜାରି ରଖିଛି
ରିପୋର୍ଟ – ଲକ୍ଷ୍ମୀକାନ୍ତ ସାହୁ ( ଢେଙ୍କାନାଳ )