ଆଜି( ପରୀକ୍ଷା ପେ ଚର୍ଚ୍ଚା ) ଯୋଡି ହୋଇଛନ୍ତି ରାଜ୍ୟର 26 ହଜାର ଛାତ୍ରଛାତ୍ରୀ

ଆଜି( ପରୀକ୍ଷା ପେ ଚର୍ଚ୍ଚା ) ଯୋଡି ହୋଇଛନ୍ତି ରାଜ୍ୟର 26 ହଜାର ଛାତ୍ରଛାତ୍ରୀ

ଫୋକସ ପ୍ଲସ (ବ୍ୟୁରୋ )1.04.2022 ଶୁକ୍ରବାର ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମ ରେ (ପରୀକ୍ଷା ପେ ଚର୍ଚ୍ଚା )ର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ , ଶିକ୍ଷକ ଏବଂ ଅଭିଭାବକ ଙ୍କୁ ଶିକ୍ଷା ଓ ପରୀକ୍ଷା ସମ୍ପର୍କ ରେ ପରାମର୍ଶ ଦେଇଛନ୍ତି l ଛାତ୍ରଛାତ୍ରୀ ,ଶିକ୍ଷକ ଓ ଅଭିଭାବକମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି କୋଭିଡ କଟକଣା ପାଇଁ କେବଳ ଦିଲ୍ଲୀ ଏନସିଆର ,ଉତ୍ତରପ୍ରଦେଶ ଓ ହରିୟାଣା ର ଏକ ହଜାର ଛାତ୍ରଛାତ୍ରୀ ଷ୍ଟାଡିୟମ ରେ ଯୋଗ ଦେଇଛନ୍ତି l ଏହା ସହ ଭରଚୁଆଲ ରେ ଦେଶ ଓ ଦେଶ ବାହାରୁ ଛାତ୍ରଛାତ୍ରୀ ଯୋଡି ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟରୁ ପ୍ରାୟ 26 ହଜାର ରୁ ଅଧିକ ଛାତ୍ରଛାତ୍ରୀ ,4896 ଶିକ୍ଷକ -ଶିକ୍ଷୟତ୍ରୀ ,1223 ଜଣ ଅଭିଭାବକ ଯୋଗ ଦେଇଛନ୍ତି l l

Related post

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା…
ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା…
ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ଫୋକସ ପ୍ଲସ(ବ୍ୟୁରୋ): ସେପ୍ଟେମ୍ବର ୩୦ ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଟ୍ୱିଟରରେ ପତ୍ନୀ ଏଶ୍ୱର୍ଯ୍ୟାଙ୍କୁ ତାଙ୍କର ନୂତନ ଫିଲ୍ମ ରିଲିଜ୍ ପୋନିୟିନ୍ ସେଲଭାନ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ…

Leave a Reply

Your email address will not be published.