ଦୁଇ ଦିନ ଖରା ,3 ବେଳକୁ ବର୍ଷା

ଦୁଇ ଦିନ ଖରା ,3 ବେଳକୁ ବର୍ଷା

ଆସନ୍ତା 3 ଓ 4 ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି l ତାତି ରୁ ଆଶ୍ଵସ୍ତି ମିଳିବ l କେନ୍ଦୁଝର , ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ଯାଜପୁର ,କେନ୍ଦ୍ରାପଡା ,ରାୟଗଡା ଓ ଗଜପତି ଜିଲ୍ଲା ସମେତ ଉତ୍ତର ଉପକୂଳ ଓଡିଶା ରେ ଏଇ ଦୁଇଦିନ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ସୂଚନା ଦେଇଛନ୍ତି l ଗତ କିଛି ଦିନ ରେକର୍ଡ କରାଯାଇଥିବା ତାପମାତ୍ରା ରେକର୍ଡ ଭାଙ୍ଗିଛି l ଝାରସୁଗଡା -41.2, ଭବାନୀପାଟଣା -41.2, ବଲାଙ୍ଗୀରି -41.3,ବୌଦ୍ଧ 41, ସମ୍ବଲପୁର 40.1,ସୁନ୍ଦରଗଡ ରେ 40 ଡିଗ୍ରୀ ଉପରେ ରହିଛି l ପୁରୀ, ବାଲେଶ୍ୱର ,କଟକ ,ଯାଜପୁର ,ପ୍ରଭୁତି ଜିଲ୍ଲା ତାପମାତ୍ରା ଅପେକ୍ଷାକୃତ କମ ରହିଛି l ଆସନ୍ତା ଦୁଇଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ l ଶୁକ୍ରବାର ଓ ଶନିବାର ବଲାଙ୍ଗୀରି ,ବାଲେଶ୍ୱର ବରଗଡ଼ ,ବୌଦ୍ଧ ,କଳାହାଣ୍ଡି ଜିଲ୍ଲା ରେ ଗ୍ରୀଷ୍ମ ଲହରୀ ଜାରି ରହିବ l ନିହାନ୍ତି ଭାବରେ ଏହା ବୟସ୍କ,ଓ ଅସୁସ୍ଥ ବ୍ୟକ୍ତି ଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ l

Related post

ବିନା ନୋଟିସ ରେ ଚାଲିଛି ମାସିକ ସଭା

ବିନା ନୋଟିସ ରେ ଚାଲିଛି ମାସିକ ସଭା

ଫୋକସ ପ୍ଲସ 24/5/22(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତ ରେ ବିନା ନୋଟିସ ରେ ଚାଲିଥିଲା ମାସିକ ସଭା |ଏହି ସଭା ରେ ପାତର…
ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଫୋକସ ପ୍ଲସ 24/5/22(କଳାହାଣ୍ଡି): ତତଲା କଡେଇରେ ସିଜୁଛି ଲୋକଙ୍କ ଜିବନ ଏଆଡ଼େ ଗଲେ ଗରମ୍ ସେଆଡ଼େ ଗଲେ ଗରମ୍ ତେବେ ଦେଖିବା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ…
ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଫୋକସ ପ୍ଲସ 24/5/22(ଅନୁଗୁଳ): ଦିନ ମଜୁରିଆଙ୍କ ସଞ୍ଚୟ ଅର୍ଥକୁ ଲୁଟିନେଲା ସାଇ ପ୍ରସାଦ ପ୍ରପଟିଜ୍ ଲିମିଟେଡ଼ ଫାଇନାନ୍ସ ସଂସ୍ଥା , ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବଅଁରପାଳ…

Leave a Reply

Your email address will not be published.