ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡ଼ିଆ

ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡ଼ିଆ

ଫୋକସ ପ୍ଲସ(ବ୍ୟୁରୋ ) 3.04.2022:ଶ୍ରୀଲଙ୍କା ରେ ଯେଉଁ ଆର୍ଥିକ ସଙ୍କଟ ସ୍ଥିତି ଗତି କରୁଛି ତାହା ଶ୍ରୀଲଙ୍କା ବାସୀ ଙ୍କ ଉତ୍କଟ ରୂପ ଧାରଣା କରିଛି l ଏହାର ପ୍ରତିବାଦ ସ୍ୱରୂପ ଚାରିଆଡେ ଦେଶ ବ୍ୟାପି ଆନ୍ଦୋଳନ ଜାରିରହିଥିବା ବେଳେ ଆନ୍ଦୋଳନ କୁ ରୋକିବା ପାଇଁ ଶ୍ରୀଲଙ୍କା ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇଛି l

ଫେସବୁକ ,ଇନଷ୍ଟା, ଟ୍ୱିଟର ,ଟିକଟକ ଉପରେ ରୋକ ଲାଗିଛି l ସେପରି ମଧ୍ୟ ଆନ୍ଦୋଳନ ର ଶାନ୍ତ ନିମନ୍ତେ ଏବଂ ପୂର୍ବ ଅବସ୍ଥା କୁ ଫେରାଇବା ଆଣିବା ପାଇଁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ପରିସ୍ଥିତି ସମ୍ପୂର୍ଣ ଅଣାୟତ ହେତୁ ସେଠାରେ ମଧ୍ୟ 36 ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି ଆହୁରି ମଧ୍ୟ କାଲି ସକାଳ 9 ଟା ରେ ଶେଷ ହେବ ବୋଲି କୁହାଯାଇଛି l
ସୂଚନା ଅନୁଯାୟୀ ପୋଲିସ କୁ ମଧ୍ୟ ସମ୍ପୂର୍ଣ କ୍ଷମତା ପ୍ରଦାନ କରାଯାଇଛି l

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *