ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡ଼ିଆ

ଶ୍ରୀଲଙ୍କାରେ ବ୍ୟାନ ହେଲା ସୋସିଆଲ ମିଡ଼ିଆ

ଫୋକସ ପ୍ଲସ(ବ୍ୟୁରୋ ) 3.04.2022:ଶ୍ରୀଲଙ୍କା ରେ ଯେଉଁ ଆର୍ଥିକ ସଙ୍କଟ ସ୍ଥିତି ଗତି କରୁଛି ତାହା ଶ୍ରୀଲଙ୍କା ବାସୀ ଙ୍କ ଉତ୍କଟ ରୂପ ଧାରଣା କରିଛି l ଏହାର ପ୍ରତିବାଦ ସ୍ୱରୂପ ଚାରିଆଡେ ଦେଶ ବ୍ୟାପି ଆନ୍ଦୋଳନ ଜାରିରହିଥିବା ବେଳେ ଆନ୍ଦୋଳନ କୁ ରୋକିବା ପାଇଁ ଶ୍ରୀଲଙ୍କା ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇଛି l

ଫେସବୁକ ,ଇନଷ୍ଟା, ଟ୍ୱିଟର ,ଟିକଟକ ଉପରେ ରୋକ ଲାଗିଛି l ସେପରି ମଧ୍ୟ ଆନ୍ଦୋଳନ ର ଶାନ୍ତ ନିମନ୍ତେ ଏବଂ ପୂର୍ବ ଅବସ୍ଥା କୁ ଫେରାଇବା ଆଣିବା ପାଇଁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ପରିସ୍ଥିତି ସମ୍ପୂର୍ଣ ଅଣାୟତ ହେତୁ ସେଠାରେ ମଧ୍ୟ 36 ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି ଆହୁରି ମଧ୍ୟ କାଲି ସକାଳ 9 ଟା ରେ ଶେଷ ହେବ ବୋଲି କୁହାଯାଇଛି l
ସୂଚନା ଅନୁଯାୟୀ ପୋଲିସ କୁ ମଧ୍ୟ ସମ୍ପୂର୍ଣ କ୍ଷମତା ପ୍ରଦାନ କରାଯାଇଛି l

Related post

ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଫୋକସ ପ୍ଲସ 24/5/22 :ଟୋକିଓରେ କ୍ୱାଡ ସମ୍ମିଳନୀର ଅଧିବେଶନରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଗଣତାନ୍ତ୍ରିକ ଉପାୟରେ କୋଭିଡ ମହାମାରୀକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…
ଜିଲ୍ଲାପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ବୁଣାକାର ସଂଘ

ଜିଲ୍ଲାପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ବୁଣାକାର ସଂଘ

ହସ୍ତତନ୍ତର ଜିଲ୍ଲା ସୁବର୍ଣ୍ଣପୁର । ଜିଲ୍ଲାର ହସ୍ତତନ୍ତ ବା ବାନ୍ଧ କଳା ସାରା ପୃଥିବୀରେ ଏକ ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛି । ସୁକ୍ଷ୍ମ ସୁତାରେ ହାତ ବୁଣା…
ଧାରଣା ରେ ବସିଲେ ଜମୀହରାମାନେ

ଧାରଣା ରେ ବସିଲେ ଜମୀହରାମାନେ

ଚାଳିଷ ବର୍ଷ ପୂର୍ବେ ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ କମ୍ପାନୀ ଜମୀହରାମାନଙ୍କୁ ଦେଇଥିବା ପ୍ରତିଶୃତି ପୁରଣ ନକରିବାରୁ ପିପିଏଲ୍ ଫାଟକ ବନ୍ଦ କରାଯାଇଛି, ଜମିହରା କାରୀମାନଙ୍କ ଦାବି…

Leave a Reply

Your email address will not be published.