ଫସଲରେ ବ୍ୟାପକ କ୍ଷତି ପହଞ୍ଚାଉଛି ଚିନ ର ସାର

ଫସଲରେ ବ୍ୟାପକ କ୍ଷତି ପହଞ୍ଚାଉଛି ଚିନ ର ସାର

ଫୋକସ ପ୍ଲସ(ବ୍ୟୁରୋ ) 3.04.2022:ଶ୍ରୀଲଙ୍କା ରେ ବର୍ତ୍ତମାନ ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ତାହା ଅତ୍ୟନ୍ତ ଦୁଃଖ ର ବିଷୟ l ବିପଦ ସମୟ ରେ ଭାରତ ନିଜର ପାରୁପର୍ଯ୍ୟନ୍ତ ସହଯୋଗ କରିବ ବୋଲି ଆଶ୍ଵାସନା ଦେଇଛି l ଏପରି ଭାରତ ପକ୍ଷ ରୁ 250 କୋଟି ଡଲାର ଆର୍ଥିକ ସହଯୋଗ କରିଛି କିନ୍ତୁ ଏହି ସମୟରେ ଚିନ ସହଯୋଗ କରିବା ପରିବର୍ତେ କ୍ଷତିକାର ପହଁଚାଉଥିବା ବ୍ୟାକ୍ଟେରିଆ ସାର ଶ୍ରୀଲଙ୍କା ପାଇଁ ଆହୁରି ସଙ୍କଟ ବଢ଼ାଇଦେଇଛି l ଏହାର ବ୍ୟବହାର ଦ୍ୱାରା ସିଧାସଳଖ ଫସଲ ଉପରେ ପ୍ରଭାବ ପକାଉଛି l
ଚିନ ର ସମସ୍ତ ଠକାମୀ କାରବାର ଜଣାପଡିଛି ଶ୍ରୀଲଙ୍କା କୁ ସହଯୋଗ ବଦଳରେ ବିଷ ଦେଉଛି ଚିନ ସରକାର ଚିନ ରୁ ଆସିଥିବା 20 ହଜାର ଟନ ସାର କୁ ଫେରାଇଦେଇଛି ଶ୍ରୀଲଙ୍କା ସରକାର l ଚିନ ର ସାର ରେ ଗୁଣବତା ଠିକ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି l

ଶ୍ରୀଲଙ୍କା ର ଏହି ପଦକ୍ଷେପ ଯୋଗୁ ରକ୍ତ ଚାଉଳ ଚବାଉଥିବା ଚିନ ସରକାର l ଆଉ ଏହାର ପ୍ରତିଶୋଧ ସ୍ୱରୂପ ଡ୍ରାଗନ ଶ୍ରୀଲଙ୍କା ବ୍ୟାଙ୍କ କୁ କଳାତାଲିକା ଭୁକ୍ତ କରିଛି l ଏହି ପରି ନିମ୍ନ ସାର ଯୋଗୁ ଆଳୁ ପରି ଅତି ଆବଶ୍ୟକ ଫଳ ଉପରେ ପ୍ରଭାବ ପକାଉଛି

Related post

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ…
ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ…
କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି ବାସୀ

କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି…

ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା…

Leave a Reply

Your email address will not be published.