ତାତିରୁ ଆଉ ନିସ୍ତାର ନାହିଁ : ଜଳୁଛି ପଶ୍ଚିମ ଭାଗ

ତାତିରୁ ଆଉ ନିସ୍ତାର ନାହିଁ : ଜଳୁଛି ପଶ୍ଚିମ ଭାଗ

ଫୋକସ ପ୍ଲସ(ବ୍ୟୁରୋ ) 4.04.2022 : ଦିନ ତ ଦିନ ରାତିରେ ମଧ୍ୟ ନିସ୍ତାର ନାହିଁ l ସହ୍ୟ କରିହେଉନି ସୂର୍ଯ୍ୟ ଙ୍କ ତାପ ସକାଳ 9 ଟା ବେଳକୁ ଏପରି ଖରା ହେଉଛି ଯେ ଘରୁ ବାହାରିବା ବହୁତ କଷ୍ଟ ହୋଇଯାଉଛି l ସାଧାରଣ ଜୀବନ କୁ ଅସ୍ତବ୍ୟସ୍ତ କରିଦେଉଛିl ଲଗାତାର ଭାବରେ ତାପମାତ୍ରା ବୁଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବେଶ ପ୍ରଭାବପକାଇଛି l ସବୁ ଆଡେ ତାତି ଏପରିକି ଘର ର କାନ୍ଥ ,ବାଡ଼ ଦ୍ୱାର , ସବୁ ତାତି ଯାଉଛି l

ପାଖାପାଖି 10 ଜିଲା ରେ ତାପମାତ୍ରା 40 ଡିଗ୍ରୀ ଉପରେ କାଟୁ କରୁନି ଫ୍ୟାନ ପବନ ଦିନ ବେଳା ସୂର୍ଯ୍ୟ ଙ୍କ ତାତି ଆଉ ରାତି ବେଳେ ତତଲା ପବନ ପୁରା ଅସ୍ଥିର କରିଦେଉଛି ଜନଜୀବନ l ରେକର୍ଡ କରାଯାଇଥିବା ବିଭିନ ସ୍ଥାନରୁ ତାପମାତ୍ରା ମଧ୍ୟରୁ ଝାରସୁଗୁଡା , ବୌଦ୍ଧ ,ବଲାଙ୍ଗୀରି ,ସର୍ବୋଚ୍ଚ ତାପମାତ୍ରା ରେକର୍ଡରେ 41.5 ଡିଗ୍ରୀ ରେକର୍ଡ ହୋଇଥିଲା l ସେପରି ସମ୍ବଲପୁର 41.1 ଡିଗ୍ରୀ ସୋନପୁର ରେ 41 ଡିଗ୍ରୀ ,ଭବାନୀପାଟଣା 40.2 ଓ ସୁନ୍ଦରଗଡ ରେ 40 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି l ଆଗକୁ ଏପରି ଜାରି ରହିବ ବୋଲି ସୂଚନା ମିଳିଛି l ଅନ୍ୟପଟେ ଉତ୍ତର ଓଡ଼ିଶାରେ ପାଗ ମଧ୍ୟ କୋହଲା ପାଗ ରହିଛି ଆଗାମୀ ଦୁଇ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି lରହିଛି l ଗତକାଲି ମଧ୍ୟ ଟିଟିଲାଗଡ ରେ ସର୍ବାଧିକ ଅଧିକ ରହିଛି l 41.2 ତାପମାତ୍ରା ରେକର୍ଡ କରାଯାଇଛି l

 

 

 

 

 

 

 

 

 

 

 

 

Related post

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ…
ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ…
ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ…

Leave a Reply

Your email address will not be published.