ଆଳି ବ୍ଲକରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଆଳି ବ୍ଲକରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଫୋକସ ପ୍ଲସ:06/04(କେନ୍ଦ୍ରାପଡା )

ଆଳି ବ୍ଲକ ପେତପଡା ପଞ୍ଚାୟତ ରେ ଭୂମିକା ଚକ୍ଷୁ ଚିକିତ୍ସାଳୟ(ଜାରକା )ସହାୟତାରେ ମାଗଣା ଚକ୍ଷୁ ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା. ଏହି ଶିବିରକୁ ପେତପଡା ସରପଞ୍ଚ ଶ୍ରୀମତୀ ଅନୁପମା ପ୍ରିୟଦର୍ଶିନୀ ଓ ସମିତି ସଭ୍ୟା ଶ୍ରୀମତୀ ସୁଗ୍ୟାନି ଖିଲାର ଉଦଘାଟନ କରିଥିଲେ. ଆଳିରୁ ସମ୍ବିତ ନାୟକ ଙ୍କ ରିପୋର୍ଟ

Related post

ଶବ କୁ ବାଇକି ରେ ବୋହି ନେଇ ଘରକୁ ଗଲେ ପରିବାର ଲୋକେ।

ଶବ କୁ ବାଇକି ରେ ବୋହି ନେଇ ଘରକୁ ଗଲେ ପରିବାର…

ଫୋକସ ପ୍ଲସ 6/4(କେନ୍ଦ୍ରାପଡା):ବ୍ୟବଚ୍ଛେଦ ପରେ ୬ ବର୍ଷ ର ଝିଅର ଶବ କୁ ବାଇକି ରେ ବୋହି ନେଇ ଘରକୁ ଗଲେ ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ…
ସରକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ବିଜୁଳି କାଟିଲା ଟାଟା ପାୱାର I

ସରକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ବିଜୁଳି କାଟିଲା ଟାଟା ପାୱାର…

ଫୋକସ ପ୍ଲସ 1/4 (କେନ୍ଦ୍ରାପଡା): କିଛି ମାସ ପୂର୍ବରୁ ଟାଟା କୁ ବିଦ୍ୟୁତ୍ ବିଭାଗ ବିକିଦେଲା ରାଜ୍ୟସରକାର ହେଲେ । ତାର କିଛିଦିନ ଯାଉ ଯାଉ ଟାଟା ପାୱାର…

Leave a Reply

Your email address will not be published. Required fields are marked *