ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଫୋକସ ପ୍ଲସ :07/04(ତାଳଚେର ):    ରାଜ୍ୟସରକାର ବାରମ୍ବାର ନିର୍ଦେଶ ଦେବାସହ CBSE ତରଫ ରୁ ମଧ୍ୟ NCERT ବହିଛଡା ଅନ୍ୟ ବେଆଇନ ବହି ନଦେବାକୁ କୁହାଯାଇଥିଲେ ମଧ୍ୟ ରୋଟାରୀ ପବ୍ଲିକ ସ୍କୁଲ ଅଧିକ ଅର୍ଥ ନେଇ ବହିଗୁଡିକୁ ସ୍କୁଲ ଭିତରେ ବହି ଦୋକାନୀ ଦ୍ୱାରା ବହି ଗୁଡ଼ିକୁ ବିକ୍ରୀ କରିଥିଲେ. |ହେଲେ ନୋଟିସ ବୋର୍ଡ ରେ NCERT ବହି କିଣିବା ପାଁଇ ନିର୍ଦେଶ ଥିବାବେଳେ, ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ ହ୍ଵାଟ୍ସଆପ ମାଧ୍ୟମରେ ବେଆଇନ ବହି ର ନିର୍ଦେଶ ଦିଆ ଯାଇଥିଲା |ଅଧକ୍ଷ ଙ୍କୁ ଅଭିଭାବକ ମାନେ ଏକତ୍ରିତ ହୋଇ ପଚାରି ବାରୁ ଅଧକ୍ଷ ରୋକ ଠୋକ ସ୍କୁଲ ରେ ବହି ବିକ୍ରି କଥା
ମନାକରିଦେଇଥିଲେ,|ଶିକ୍ଷକ ମାନେ ମଧ୍ୟ ଉକ୍ତ ବହିକୁ ପଢାଇବାକୁ ରୋକ ଠୋକ ମନା କରି ଦେଇଥିଲେ,|ବର୍ତ୍ତମାନ ଅଭିଭାବକ ମାନେ ରୋଟାରୀ ପବ୍ଲିକ ସ୍କୁଲ ସଂମୁଖ ରେ ସମସ୍ତ ବହି ଗୁଡ଼ିକୁ ଫେରସ୍ତ ନେଇ ଟଙ୍କା ଫେରାଇ ବାକୁ ଜିଦି ଧରି ଅଡ଼ି ବସିଛନ୍ତି |ଏଠି ପ୍ରଶ୍ନ ଉଠୁଛି କାହା ଇଙ୍ଗିତରେ ସ୍କୁଲ ରେ ବହି ବିକ୍ରୀ ହୋଇଥିଲା ତାହା ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଅଛି |ଏବଂ ବିକ୍ରୟ କରିଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଁଇ ଦାବି କରାଯାଇ ଅଛି |ଓ ଅଧକ୍ଷ ଙ୍କ ବିନା ଜ୍ଞ|ନ୍ତ ରେ କିଭଳି ବହି ବିକ୍ରୀହେଲା ତାହା ସାଧାରଣ ରେ ଚର୍ଚ୍ଚା ହୋଇ ଅଛି |ତାଳଚେର ରୁ ବିରୋ ରିପୋର୍ଟ ଫୋକସ ପ୍ଲସ

Related post

ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ଫୋକସ ପ୍ଲସ 16/4 (ଅନୁଗୁଳ):ରାଜମିସ୍ତ୍ରୀ ରୁ ଆଜି ସଫଳ ଚାଷୀ l ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପରାଛାଟ ପଂଚାୟତ କଣ୍ଟିଆପଶି ଗ୍ରାମରେ ବାସ କରନ୍ତି ଛତୁ ଚାଷୀ…
ଛଟେନପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

ଛଟେନପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

 ଫୋକସ ପ୍ଲସ :07/04(ସୁନ୍ଦରଗଡ଼ ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଛଟେନପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି ।ସକାଳ ୮…
୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସାନହୁଲ୍ଲାର କୋଅପରେଟିଭ ସୋସାଇଟି ସମ୍ପାଦକ ।

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ…

ଫୋକସ ପ୍ଲସ:06/04( ଅନୁଗୁଳ) ଲାଞ୍ଚ ନେଉଥିବା ବେଳେ ପୁଣି ଥରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା…

Leave a Reply

Your email address will not be published. Required fields are marked *