ଗାଦି ଛାଡ଼ିବେନି ଗୋଟାବାୟା

ଗାଦି ଛାଡ଼ିବେନି ଗୋଟାବାୟା

ଶ୍ରୀଲଙ୍କା ର ଯେଉ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ତାହା କହିବା ବହୁତ କଷ୍ଟକର। ଏପରି ସ୍ଥିତି ରେ ଗତ କିଛି ଦିନ ପୂର୍ବେ ଅର୍ଥମନ୍ତ୍ରୀ ଇସ୍ତଫା ଦେଇଥିଲେ।କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ପାର୍ଲିଆମେଣ୍ଟ ରେ ସଂଖ୍ୟାଗରିଷ୍ଠତା ହରାଇବା ସତ୍ତ୍ୱ  କ୍ଷମତା ହଟିବେ ନାହିଁ ବୋଲି ମତ ରଖିଛନ୍ତି। ଗୋଟା ବାୟା ଙ୍କ ଇସ୍ତଫା ନେଇ ବିରୋଧି ପାର୍ଲିଆମେଣ୍ଟ ରେ ଦାବି ଉଠାଇଥିବା ରାଷ୍ଟ୍ରପତି କ୍ଷମତା ରହି ଏହି ସମସ୍ୟା କୁ ସାମ୍ନା କରିବେ ବୋଲି ଫର୍ଣାଡୋ କହିଛନ୍ତି। ଆର୍ଥିକ ବ୍ୟବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କା ରେ ମୁଦ୍ରା ସ୍ଫିତ ବହୁମାତ୍ରା ରେ ବୁଦ୍ଧି ପାଇଛି। ସରକାର ଙ୍କ ବିରୋଧରେ ଲୋକେ ରାଜରାସ୍ତା ରେ ଆନ୍ଦୋଳନ ଚଳାଇଛନ୍ତି। ଏପଟେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଯୋଗୁଁ 36 ଘଣ୍ଟିଆ କର୍ଫ୍ୟ ଜାରି ହୋଇଛି।

Related post

ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ଅର୍ଥମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ…
ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଶେଷହେଲା ଶ୍ରେୟା ହ୍ୟୁମାନ କଳି |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ମନୋମାଳିନ୍ୟର ଅନ୍ତ, ତୁଟିଲା ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର…
ପଠାନ ମୁଭିକୁ ବିରୋଧ କରୁଥିବା ଲୋକଙ୍କୁ “ମୁଁ ତୋଡ ଜବାବ”  |

ପଠାନ ମୁଭିକୁ ବିରୋଧ କରୁଥିବା ଲୋକଙ୍କୁ “ମୁଁ ତୋଡ ଜବାବ” |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ):ଥମୁନି ପଠାନ୍‌ କ୍ରେଜ। ଝଡ଼ ପରି ମାଡ଼ି ଚାଲିଛି ପଠାନ୍‌। ଯେତେ ବିରୋଧ କଲେ ବି କରିଛି କୋଟିକୋଟି କଲେକ୍‌ସନ୍‌। ଯୁଆଡେ ଚାହିଁବ ସିଆଡେ କେବଳ…

Leave a Reply

Your email address will not be published.