NEET ପାଇଁ ଆବେଦନ ଆରମ୍ଭ

ନ୍ୟାସନାଲ ଏ ଲି ଜି ବି ଲି ଟି କମ୍ ଏଟ୍ରାନ୍ସ ଟେଷ୍ଟ ( ନୀଟ)୨୦୨୨ ଅନଲାଇନ ଆବେଦନ କରିବାକୁ ନ୍ୟାସନାଲ ଟେଷ୍ଟି ଏଜେନ୍ସି( ଏନଟିଏ) ବିଜ୍ଞପ୍ତି ପ୍ରକାଶ କରିଛି। ଦେଶ ର ସମସ୍ତ ମେଡିକାଲ କଲେଜ ରେ ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ନାମଲେଖାଇବା ପାଇ ଆସନ୍ତା ଜୁଲାଇ ୧୭ ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦେଶ ବ୍ୟାପୀ ମୋଟ୧୩ ଟି ଭାଷା ରେ ପରୀକ୍ଷା ଅନୁଷ୍ଠିତ ହେବ। ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଓ ଉଦ୍ଭିଦ ବିଜ୍ଞାନ,ବିଷୟକୁ ନେଇ ମୋଟ୍ ୨୦୦ ମାର୍କ ର ମଲ୍ଟିପଲ୍ ଚୟସ ପ୍ରଶ୍ନ ରହିବ। ପରୀକ୍ଷା ସମୟସୀମା ୨୦୦ ମିନିଟ୍ ରହିବ। ଏପ୍ରିଲ୍ ୬ ରୁ ମେ ୬ ପର୍ଯ୍ୟନ୍ତ ଆବେଦନ ତାରିଖ ରହିବ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *