ଏବେ ଯାତ୍ରୀ ଙ୍କୁ ଗରମ ରେ ସିଝିବାକୁ ପଡ଼ିବ : ଓଲା ଉବେରା ରେ  ଗଲେ।

ଏବେ ଯାତ୍ରୀ ଙ୍କୁ ଗରମ ରେ ସିଝିବାକୁ ପଡ଼ିବ : ଓଲା ଉବେରା ରେ ଗଲେ।

ଫୋକସ ପ୍ଲସ (ବ୍ୟୁରୋ ) 7.04.22: ଲଗାତାର ଭାବରେ ଡିଜେଲ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ପ୍ରତେକ ଦିନ ଭଡ଼ା ମଧ୍ୟ ବୁଦ୍ଧି ପାଉଛି । ଏହା ଜନସାଧାରଣ ଙ୍କ ଗମନାଗମନ ଉପରେ ସିଧାସଳଖ ପ୍ରଭାବ ପକାଉଛି।ଅଧିକାଂଶ ଯାତ୍ରୀ ନିଜର ସୁବିଧା ନିମନ୍ତେ ଓଲା ଉବେରା ଉପରେ ନିର୍ଭର କରିଥାନ୍ତି।ଯାତ୍ରୀ ଠିକ୍ ସମୟରେ ଓ ସ୍ୱଳ୍ପ ମୂଲ୍ୟରେ ପହଞ୍ଚାଇ ଥାଏ ଓଲା ଉବେରା। ଏହା ଭିତରେ ଖବର ଆସି ପହଞ୍ଚି ଯେ ଓଲା ଓ ଉବେରା ରେ ଏସି ଲଗାଯିବ ନାହିଁ । ବେଙ୍ଗାଲୁରୁ ରେ ଏପରି ସ୍ଥିତି ଦେଖିବାକୁ ମିଳିଛି।ଏସି ଲାଗିଲେ ଅଧିକ ଚାର୍ଜ ଲାଗିବ। ଏହାର ମୁଖ୍ୟ କାରଣ ତେଲ ଦର ବୃଦ୍ଧି ଯୋଗୁଁ । ଓଲା ଉବେରା ହେଉଛି ଦୁଇଟି ଆପ୍ ।ଏହି ଆପ ମାଧ୍ୟମରେ ସମସ୍ତେ ସ୍ୱଳ୍ପ ରେ ସେବା ପାଇପରୁଛନ୍ତି। ନୂଆଦିଲ୍ଲୀ, ନୋଇଡା,ତେଲେଙ୍ଗାନା ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରାୟ ସ୍ଥାନରେ ନୋ ଏସି ଅଭିଯାନ ଚାଲିଛି ।ଆଗକୁ ମଧ୍ୟ ଓଡ଼ିଶା ରେ ସମାନ ସ୍ଥିତି ଦେଖିବାକୁ ମିଳିବ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *