ସଙ୍କଟରେ ପାକିସ୍ତାନ ର ରାଜନୀତି

ସଙ୍କଟରେ ପାକିସ୍ତାନ ର ରାଜନୀତି

ପାକିସ୍ତାନ ରାଜନୀତି ପାଇ ଆଜି ଏକ ବଡ ଦିନ ହୋଇପାରେ। ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ ଇମ୍ରାନ୍ ଖାନ ଙ୍କ ସୁପ୍ରିକୋର୍ଟ ନିର୍ଦ୍ଦେଶ କ୍ରମେ ଇମ୍ରାନ୍ ଖାନ ଉପରେ ଆସିଥିବା ଅନାସ୍ଥା ପ୍ରସ୍ତାବ ର ସଂସଦ ରେ ଭୋଟ୍ ହେବ। ୬ ଟି ସୂତ୍ର ଏଜେଣ୍ଡା ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନା ହେବ। ଯଦି ଇମ୍ରାନ ଖାନ ନିଜର ସଂଖ୍ୟାଗିଷ୍ଠତା ହରାନ୍ତି କିମ୍ୱା ଭୋଟ ରେ ହାରାନ୍ତି ତେବେ ବିରୋଧ ଦଳର ନେତା ସରକାର ଶାସନ କରିବେ।ସାହବଜ୍ ସରିଫ ଦେଶ ରେ ପ୍ରଧାନମନ୍ତ୍ରୀ ହେବେ। ସଂସଦ ଭଙ୍ଗ କରିବା ଓ ଅନାସ୍ଥା ପ୍ରସ୍ତାବ କୁ ଖାରଜ କରାଇବାର ଷଡ଼ଯନ୍ତ୍ର ଲାଗି ତାଙ୍କ ବିରୋଧରେ ଦେଶଦ୍ରୋହି ମାମଲା ଚାଲିପରେ। ପାକିସ୍ତାନ ରେ ପ୍ରାବଧାନ ଅଛି ଯେ ଦେଶଦ୍ରୋହୀ ଙ୍କୁ ଦଣ୍ଡ କିମ୍ୱା ଜରିମାନା ହେବ। ଇମ୍ରାନ ଖାନ ସରକାର ମନ୍ତ୍ରୀ ସିଧସଳଖ ଭାବରେ ଆମେରିକା ଷଡ଼ଯନ୍ତ୍ର କରୁଛି। ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି ଜୀବନ ଶେଷ ମୁହୂର୍ତ୍ତ ରେ ବି ସେ ପାକିସ୍ତାନ ପାଇ କାମ କରିବେ। ସେ ମଧ୍ୟ କହିଛନ୍ତି ମୋ ବିରୋଧରେ ବିଦେଶୀ ଷଡଯନ୍ତ୍ର ରହିଛି।

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.