ତଳେ କଇଁଛ ଉପରେ ଅଣ୍ଡା  ଝୁକେଗା ନହିଁ,କଇଁଛ ଚୋରୀ କରେଗା

ତଳେ କଇଁଛ ଉପରେ ଅଣ୍ଡା ଝୁକେଗା ନହିଁ,କଇଁଛ ଚୋରୀ କରେଗା

ପୁଷ୍ପା ଫିଲ୍ମ ଷ୍ଟାଇଲ୍ ରେ ଚୋରା କଇଁଛ ଚାଲାଣ, ଟାଟା ମ୍ୟାଜିକ ଗାଡି ସହ 139 କଇଁଛ ଜବତ ଜଣେ ଗିରଫ

ଆନ୍ଧ୍ର ରୁ ଓଡିଶା ର ମାଲାକାନଗିରି ଜିଲ୍ଲା କୁ ଅଭିନବ ଉପାୟରେ ଅଣ୍ଡା ଭର୍ତି ଟାଟା ମ୍ୟୁଜିକ୍ ଗାଡି ଯୋଗେ ବେଆଇନ୍ କଇଁଛ ଚାଲାଣ ହେଉଥିବା ବେଳେ mv 79 ବନ ବିଭାଗ ପକ୍ଷରୁ ଚଢାଉ କରି ଗାଡି ଓ କଇଁଛ କୁ ଜବତ କରିଥିବା ଜଣାପଡିଛି l ସୂଚନା ଅନୁଯାଇ ଆନ୍ଧ୍ରରୁ ପ୍ରତ୍ୟକ ଦିନ ମାଲାକାନଗିରି ଜିଲ୍ଲାର କାଲିମେଳା mv 79, ମୋଟୁ ପଡିଆ ଇତ୍ୟାଦି ଅଞ୍ଚଳକୁ ଏହିଭଳି ଢଙ୍ଗରେ ଚୋରା କଇଁଛ କରବାର କରାଯାଅଛି l

କାଲିମେଳା ରୁ ସତ୍ୟନାରାୟଣ ପ୍ରଧାନ ଙ୍କ ରିପୋର୍ଟ

Related post

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ…
ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ…
କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି ବାସୀ

କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି…

ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା…

Leave a Reply

Your email address will not be published.