ତଳେ କଇଁଛ ଉପରେ ଅଣ୍ଡା  ଝୁକେଗା ନହିଁ,କଇଁଛ ଚୋରୀ କରେଗା

ତଳେ କଇଁଛ ଉପରେ ଅଣ୍ଡା ଝୁକେଗା ନହିଁ,କଇଁଛ ଚୋରୀ କରେଗା

ପୁଷ୍ପା ଫିଲ୍ମ ଷ୍ଟାଇଲ୍ ରେ ଚୋରା କଇଁଛ ଚାଲାଣ, ଟାଟା ମ୍ୟାଜିକ ଗାଡି ସହ 139 କଇଁଛ ଜବତ ଜଣେ ଗିରଫ

ଆନ୍ଧ୍ର ରୁ ଓଡିଶା ର ମାଲାକାନଗିରି ଜିଲ୍ଲା କୁ ଅଭିନବ ଉପାୟରେ ଅଣ୍ଡା ଭର୍ତି ଟାଟା ମ୍ୟୁଜିକ୍ ଗାଡି ଯୋଗେ ବେଆଇନ୍ କଇଁଛ ଚାଲାଣ ହେଉଥିବା ବେଳେ mv 79 ବନ ବିଭାଗ ପକ୍ଷରୁ ଚଢାଉ କରି ଗାଡି ଓ କଇଁଛ କୁ ଜବତ କରିଥିବା ଜଣାପଡିଛି l ସୂଚନା ଅନୁଯାଇ ଆନ୍ଧ୍ରରୁ ପ୍ରତ୍ୟକ ଦିନ ମାଲାକାନଗିରି ଜିଲ୍ଲାର କାଲିମେଳା mv 79, ମୋଟୁ ପଡିଆ ଇତ୍ୟାଦି ଅଞ୍ଚଳକୁ ଏହିଭଳି ଢଙ୍ଗରେ ଚୋରା କଇଁଛ କରବାର କରାଯାଅଛି l

କାଲିମେଳା ରୁ ସତ୍ୟନାରାୟଣ ପ୍ରଧାନ ଙ୍କ ରିପୋର୍ଟ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *