ଦୀର୍ଘ ୭ ମାସ ପରେ ବାଇକ ଚୋରକୁ ଧରିଲା ଠାକୁରଗଡ଼ ପୋଲିସ

ଦୀର୍ଘ ୭ ମାସ ପରେ ବାଇକ ଚୋରକୁ ଧରିଲା ଠାକୁରଗଡ଼ ପୋଲିସ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ର ଠାକୁରାଗଡ଼ ଥାନା ଅଂଚଳର ରାଣୀବନ୍ଧ ଗ୍ରାମରୁ ଗତ ୧୦ ମାସରେ ଏକ ବାଇକ ଓ ମୋବାଇଲ ଚୋରି ଘଟଣାରେ ବୁଲୁ ଥିବା ଆସାମୀ ମାନଙ୍କୁ ଆଜି ଠାକୁରଗଡ଼ ପୋଲିସ ଧଣ୍ଡାତୋପା ଠାରେ ଧରି ବ୍ୟବହୃତ ମଟର ସାଇକେଲ ଓ ମୋବାଇଲି ଜବତ କରି ଆସାମୀ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।ଆସାମୀ ମାନେ ଆଠମଲ୍ଲିକ ଅଂଚଳର କିରଣ ବେହେରା ,ଲିଟୁ ନାଏକ ,ତାରିକ ଖାଁ ଓ ଏକ ନା ବାଳକ ମୋଟ ୪ ଜଣ ସମ୍ପୃକ୍ତ ଥିବା ଠାକୁରଗଡ଼ ଥାନା ଅଧିକାରୀ ପିତାମ୍ବର ମଲ୍ଲିକ ସୂଚନା ଦେଇଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

IPL ରେ ଇତିହାସ ରଚିଲା LSG I

IPL ରେ ଇତିହାସ ରଚିଲା LSG I

ଫୋକସ ପ୍ଲସ 19/5/22 :ଆଇପିଏଲ ଇତିହାସରେ ରେକର୍ଡ କଲା ଲକ୍ଷ୍ନୌ ସୁପର ଜେଣ୍ଟସ୍ । କୋଲକତା ନାଇଟ୍ ରାଇଡ଼ରର୍ସ ବିପକ୍ଷରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିନା ୱିକେଟରେ…
ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଯୁବକ

ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଯୁବକ

ଫୋକସ ପ୍ଲସ 19/5/22 (ପୁରୀ) : ନିମାପଡା ଏନ୍ ଏ ସି ଅଞ୍ଚଳରେ ଜୈନିକା ନାବାଳିକା କୁ ବଳାତ୍କାର କରିବା ଅଭିଯୋଗ ରେ ତାର ସମ୍ପର୍କୀୟ ବିବାହିତ ଯୁବକ…
ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I

ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I

ଶୁକ୍ରବାର ଦିନ ଅପରାହ୍ନ 3 ଟାରେ ଜୟନଭାପି ମସଜିଦ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିବେ। ବାରାଣାସୀ କୋର୍ଟରେ ମଧ୍ୟ ଶୁଣାଣି ସ୍ଥଗିତ ରଖାଯାଇଛି। ବାରାଣସୀ ଅଦାଲତର ଏହି ଅଞ୍ଚଳକୁ…

Leave a Reply

Your email address will not be published.