ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l

ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l

ଫୋକସ ପ୍ଲସ 15/4 (ଅନୁଗୁଳ):ଅନୁଗୁଳ ଜିଲ୍ଲାରେ ପ୍ରତି ପଂଚାୟତକୁ ଓଡିଶା ସରକାର ତଥା ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଗ୍ରାମୀଣ ପାର୍କ ତିଆରି କରିବାରେ ଆଦେଶ ମିଳି ସାରିବାପରେ ପ୍ରତି ପଂଚାୟତର ସରପଞ୍ଚ ସମେତ ପ୍ରଶାସନିକ ଅଫିସର ମାନେ ପାର୍କ କାର୍ଯ୍ୟ ଦିଗରେ ଆଗେଇ ଚାଲିଛନ୍ତି ବିଗତ ବର୍ଷ ଦିନ ମାନଙ୍କରେ l ପାଲଲହଡା ବ୍ଲକରେ 27 ଟି ପଂଚାୟତ ଥିବାବେଳେ 26 ପଂଚାୟତରେ ପାର୍କ ତିଆରି କାମ ସରିନଥିବା ବେଳେ ଏହାରି ଭିତରେ ବାଦ ବିବାଦରେ ଅନେକ ଗ୍ରାମୀଣ ପାର୍କ, କିନ୍ତୁ 27 ଟି ପଂଚାୟତର 27 ଗ୍ରାମୀଣ ପାର୍କ ମଧ୍ୟରୁ ପରାଛାଟ ପଂଚାୟତର ଗ୍ରାମୀଣ ପାର୍କ ଏବେ ନମ୍ବର 1 ହୋଇ ଠିଆ ହୋଇଛି ରାଜପଥ କଡରେ l ଏହି ସୁନ୍ଦର ଗ୍ରାମୀଣ ପାର୍କ ଟି କେଉଁ ସହରାଞ୍ଚଳ ପାର୍କରୁ ବି କମ ନୁହେଁ, ତାଳଚେର ଠାରୁ ପାଲଲହଡା ଯିବା ରାସ୍ତାର କଣ୍ଟିଆପଶି ମାର୍କେଟ ଛକରେ ପଡେ ଏହି ପାର୍କ, ପ୍ରତିଦିନ ପର୍ଯ୍ୟଟନ ମାନେ ଦୂରଦୂରାନ୍ତର ରୁ ଚାରି ଚକିଆ ଜାନରେ ବୋଲିବାକୁ ଆସିଥାନ୍ତି ପରିବାର ସହ ମଜା ଉଠାଇବାକୁ, ଆମେ ଯଦି ଦୀର୍ଘ ମାସକୁ ଫେରିଯିବା ତେବେ ନିଶ୍ଚୟ ଭାବେ ଏହି ସ୍ଥାନଟି ଏକ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ସ୍ଥାନ ଥିଲା, ଏହାକୁ ତିଆରି କରିବାରେ ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ ସମେତ କନିଷ୍ଠ ଯନ୍ତ୍ରୀ ମାରାଣ୍ଡି ଆଜ୍ଞାଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି l ଚତୁର୍ପାଶ୍ୱର କାନ୍ଥ ଭିତରେ ଅନେକ ପଶୁ, ପକ୍ଷୀ, କଣ୍ଢେଇ, ସମେତ ଅନେକ ଚିତ୍ର ଚିତ୍ରିତ ହୋଇଛି ଏବଂ ସ୍ୱତନ୍ତ୍ର, ଫାଟକ ବାହାରେ ଯାହାକି ରାଜପଥ ନିକଟରେ ଅତି ସହଜରେ ଜାଣି ହେଉଥିବା ପାଲଲହଡା ଅଂଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଏବଂ ସୁନ୍ଦର ସ୍ଥାନକୁ ରଙ୍ଗ ତୋଳି ରଂଗୀତ କରାଯାଇଛି ଯା ଦ୍ଵାରା ପାଲଲହଡା ବ୍ଲକ ଗୋଟେ ବ୍ୟକ୍ତି ଅତି ସହଜରେ ଜାଣି ପାରିବ l

Related post

୨ବର୍ଷର ବ୍ୟବଧାନ ପରେ ଆରମ୍ଭ ହେଲା ଦଣ୍ଡ ନାଚ I

୨ବର୍ଷର ବ୍ୟବଧାନ ପରେ ଆରମ୍ଭ ହେଲା ଦଣ୍ଡ ନାଚ I

ଫୋକସ ପ୍ଲସ 1/4 (ଅନୁଗୁଳ): ୨ବର୍ଷର ବ୍ୟବଧାନ ପରେ ଆରମ୍ଭ ହୋଇଛି ଦଣ୍ଡ ନାଚ। ଗାଁକୁ ଗାଁ ବୁଲୁଛନ୍ତି ଦଣ୍ଡ ପାଟୁଆ।ଦୁଇ ବର୍ଷ ପରେ ଆରମ୍ଭ ହୋଇଛି ଓଡ଼ିଶାର…
ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ଫୋକସ ପ୍ଲସ 16/4 (ଅନୁଗୁଳ):ରାଜମିସ୍ତ୍ରୀ ରୁ ଆଜି ସଫଳ ଚାଷୀ l ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପରାଛାଟ ପଂଚାୟତ କଣ୍ଟିଆପଶି ଗ୍ରାମରେ ବାସ କରନ୍ତି ଛତୁ ଚାଷୀ…
HAPPY BIRTHDAY RASHMIKA MANDANNA !

HAPPY BIRTHDAY RASHMIKA MANDANNA !

ଆଲୁ ଅର୍ଜୁନ-ଷ୍ଟାର ଙ୍କ ଫିଲ୍ମ ରିଲିଜ ହେବା ପରଠାରୁ ପୁଷ୍ପା ର ଅଭିନେତ୍ରୀ ରଶ୍ମିକା ମନ୍ଦନା ବହୁ ଚର୍ଚ୍ଚିତରେ ଅଛନ୍ତି। ଗତ ସନ୍ଧ୍ୟାରେ ମୁମ୍ବାଇ ଛାଡୁଥିବା ନଜର ଆସିଥିବା…

Leave a Reply

Your email address will not be published. Required fields are marked *