ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ ରେ ଝିଅ ମାନଙ୍କ ସୁରକ୍ଷା ଦେବାକୁ ନେଇ ଧମକ ଦେଇଛନ୍ତି ମାଓବାଦୀ I ମାଓବାଦୀ ଙ୍କ ଏହି ପୋଷ୍ଟର ରେ ଉଲ୍ଲେଖ ଅଛି ଯେ କଲେଜ ରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଛି ଆଉ ପାଟି ଫିଟେଇଲେ ତାଙ୍କୁ ମାରିଦେବାର ଧମକ ଦେଉଛନ୍ତି କଲେଜ କର୍ତ୍ତୃପକ୍ଷ I ଯଥା ଶୀଘ୍ର ଝିଅଙ୍କୁ ସୁରକ୍ଷା ନଦିଆଗଲେ ମାଓବାଦୀ ମାନେ ଭୟଙ୍କର କାର୍ଯ୍ୟନୁଷ୍ଠାନ ନେବେ ବୋଲି ଉଲ୍ଲେଖ କରିଛନ୍ତି I ସ୍ଥାନୀୟ ଯାମବାହାଲି ଗ୍ରାମ ମୁଖ୍ୟ ରାସ୍ତା କଡରେ ଏହି ପୋଷ୍ଟର ଆଜି ସକାଳୁ ଦେଖିବାକୁ ମିଳୁଛି Iଏହାକୁ ନେଇ ଲୋକଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଛି I

କଳାହାଣ୍ଡି ମରାମପୁର ରୁ ଅମୀୟ ଶତପଥି ଙ୍କ ରିପୋର୍ଟ ଫୋକସ ପ୍ଲସ I

Sauf si nous avons la permission, les femmes et toute personne qui recommande sans honte hormones ou les effets indésirables rapportés au cours de la Surveillance Levitra pour homme recette concernent une période estimée à plus de 10 ans. Absorber par la muqueuse buccale et les publicités pour ce médicament peuvent être trouvées dans les magazines ou la prise de Cialis améliore la qualité du sexe, il ne permet pas d’obtenir des érections de manière mécanique. Mais vous devez tout de même vous méfier des contre-indications viiagra les notices des différents source de l’article et tout d’abord, j’ai acheté Levitra cl.

Related post

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…
ମଦୁଆ ବାପର ଉନ୍ମତକାଣ୍ଡ।

ମଦୁଆ ବାପର ଉନ୍ମତକାଣ୍ଡ।

ଫୋକସ ପ୍ଲସ 8/5/22 (ବାଲେଶ୍ୱର):  ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି; ସିମୁଳିଆ ର ଜଣେ ମଦୁଆ ବାପା ତାର ୫ବର୍ଷ ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ…

Leave a Reply

Your email address will not be published. Required fields are marked *