ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ।
- ମୁଖ୍ୟ ଖବରରାଜ୍ୟ
- April 21, 2022
- No Comment
- 103
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଠାକୁରଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ CDMO ତ୍ରିଲୋଚନ ସାହୁ ,ଉପଜିଲ୍ଲାପାଳ ଲଳିତ ମୋହନ ବେହେରା ,ଗୋଷ୍ଟିଉନ୍ନୟ ଅଧିକାରୀ ସନ୍ତୋଷ କୁମାର ସାହୁ ପଞ୍ଚlୟତ ସମିତି ଅଧକ୍ଷ ଦୁଃଶାସନ ରାଉଳ ,ଆଠମଲ୍ଲିକ SDMO ସୁନିଲି କୁମାର ପଣ୍ଡା ,DPMO ଦୀପକ କୁମାର ମହାନ୍ତି ସରପଞ୍ଚ ଚାରୂଲତା ମିଶ୍ର ,ଅମ୍ବାସରମୁଣ୍ଡା ସରପଞ୍ଚ ସସ୍ମିତାସେଠି ଜିଲ୍ଲାପରିଷଦ ସଭ୍ୟ ଯୁଧିଷ୍ଠିର ସିଂହ ସନମାନିୟ ଅତିଥି ଭାବେ ଯୋଗ ଦେଇଥିବା ଦେଖାଦେଇଛି ।ଏଥିରେ ଆଠମଲ୍ଲିକ ବ୍ଲକର ସମସ୍ତ ଆଶା କର୍ମୀମାନେ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।
ଆଠମଲ୍ଲିକ ରୁ କରୁଣାକର ନାୟକ ଫୋକସ ପ୍ଲସ ।