ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ।


ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ବ୍ଲକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା ଠାକୁରଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ CDMO ତ୍ରିଲୋଚନ ସାହୁ ,ଉପଜିଲ୍ଲାପାଳ ଲଳିତ ମୋହନ ବେହେରା ,ଗୋଷ୍ଟିଉନ୍ନୟ ଅଧିକାରୀ ସନ୍ତୋଷ କୁମାର ସାହୁ ପଞ୍ଚlୟତ ସମିତି ଅଧକ୍ଷ ଦୁଃଶାସନ ରାଉଳ ,ଆଠମଲ୍ଲିକ SDMO ସୁନିଲି କୁମାର ପଣ୍ଡା ,DPMO ଦୀପକ କୁମାର ମହାନ୍ତି ସରପଞ୍ଚ ଚାରୂଲତା ମିଶ୍ର ,ଅମ୍ବାସରମୁଣ୍ଡା ସରପଞ୍ଚ ସସ୍ମିତାସେଠି ଜିଲ୍ଲାପରିଷଦ ସଭ୍ୟ ଯୁଧିଷ୍ଠିର ସିଂହ ସନମାନିୟ ଅତିଥି ଭାବେ ଯୋଗ ଦେଇଥିବା ଦେଖାଦେଇଛି ।ଏଥିରେ ଆଠମଲ୍ଲିକ ବ୍ଲକର ସମସ୍ତ ଆଶା କର୍ମୀମାନେ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।
ଆଠମଲ୍ଲିକ ରୁ କରୁଣାକର ନାୟକ ଫୋକସ ପ୍ଲସ ।

Related post

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ…
ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ…
କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି ବାସୀ

କୋଦଳାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଲେ ଅଧ୍ୟକ୍ଷଙ୍କ ସମେତ ଏନଏସି…

ଫୋକସ ପ୍ଲସ(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ବ୍ଳକରେ ମଙ୍ଗଳବାର ଅହିଂସା ରଥ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା ଏନଏସିରେ ଆଜି ଅହିଂସା…

Leave a Reply

Your email address will not be published.